୮ଗୁଣ ଅଧିକ ଉତ୍ତାପରେ ଜଳୁଛି ଚୀନ୍ ନିର୍ମିତ ‘ସୂର୍ଯ୍ୟ’
ନୂଆଦିଲ୍ଲୀ: ହାଇଡ୍ରୋଜେନ୍ ପୋଡ଼ି ହିଲିୟମ୍ରେ ପରିଣତ ହେଉଥିବାରୁ ସୂର୍ଯ୍ୟର ଅନ୍ତଃସ୍ଥଳ ୧୫ ନିୟୁତ ଡିଗ୍ରି ସେଲିସିୟସ୍ରେ ଜଳୁଥିବା ବେଳେ ପୃଥିବୀ ପୃଷ୍ଠରେ ଚୀନ୍ ନିର୍ମାଣ କରିଥିବା ‘କୃତ୍ରିମ ସୂର୍ଯ୍ୟ’ ୧୨୦ ନିୟୁତ ଡିଗ୍ରି ସେଲିସିୟସ୍ରେ ଜଳୁଛି। ଚୀନ୍ଦ୍ବାରା ପ୍ରସ୍ତୁତ ଏହି!-->…