କରୋନାରେ ବରିଷ୍ଠ ଆଇନଜୀବିଙ୍କ ଦେହାନ୍ତ
ଭୁବନେଶ୍ୱର: ଓଡିଶା ହାଇକୋର୍ଟର ବରିଷ୍ଠ ବିଚାରପତି ତଥା ଭୁବନେଶ୍ୱର ୮ନଂ ୟୁନିଟ୍ ସ୍ଥିତି ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟର ୧୯୮୫ ମାଟ୍ରିକ ବ୍ୟାଚ୍ର ଛାତ୍ର ନଳୀନିକାନ୍ତ ମହାନ୍ତିଙ୍କର କରୋନାରେ ଗତକାଲି ଦେହାନ୍ତ ହୋଇଛି । କରୋନାରେ ଆକ୍ରାନ୍ତ ହୋଇ ସେ କଟକ ସ୍ଥିତ ଅଶ୍ୱୀନି ହସ୍ପିଟାଲରେ!-->…