ରାଜ୍ୟରେ ସଂକ୍ରମଣ ପୁଣି ୧୧ହଜାର ପାର୍
ଭୁବନେଶ୍ୱର: ରାଜ୍ୟରେ ମହାମାରୀ କରୋନା ଗତ ୩ଦିନ ଧରି ୧୦ହଜାରରେ ସ୍ଥିର ରହିବା ପରେ ଆଜି ଆକ୍ରାନ୍ତଙ୍କ ସଂଖ୍ୟା ୧୧ହଜାର ପାର୍ ହୋଇଛି । ରାଜ୍ୟରେ ଆଜି ଦିନକରେ ୧୧,୦୯୯ ଜଣ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୬୨୧୪ ଏବଂ ସ୍ଥାନୀୟ ସଂକ୍ରମିତ!-->…