କରୋନାରେ ଝୁମର କଣ୍ଠ ଶିଳ୍ପୀ ସୁଜିତ କୁମାରଙ୍କ ମୃତ୍ୟୁ
ବାରିପଦା: ବିଶ୍ୱ ମହାମାରୀ କରୋନା ସହିତ ସଂଗ୍ରାମ କରି ଜଣେ ପରେ ଜଣେ ଟଳିପଡ଼ୁଛନ୍ତି । ସବୁଠି ମୃତ୍ୟୁର କରାଳ ଚିତ୍ର ଦେଖିବାକୁ ମିଳୁଛି । ଏହି ସମୟରେ ମେ ୨୦ ରାତି ୧୧.୫୦ ସମୟରେ ଝୁମର ଜଗତରେ ଖ୍ୟାତି ଲାଭ କରିଥିବା ସୁନାମଧନ୍ୟ କଣ୍ଠଶିଳ୍ପୀ ତଥା ମୟୂରଭଞ୍ଜ ଜିଲ୍ଲା ବାରିପଦା ବ୍ଲକ!-->…