ଦେଶରେ ରେକର୍ଡ ଭାଙ୍ଗିଲା କରୋନା ମୃତ୍ୟୁ ଦିନକରେ ୪୩୨୯ ମୃତ : ଆଉ ୨,୬୩,୫୩୩ ଆକ୍ରାନ୍ତ
ନୂଆଦିଲ୍ଲୀ: ଦେଶରେ କ୍ରମାଗତ କିଛି ଦିନ ଧରି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିଲା ବେଳେ ମୃତ୍ୟୁ ସଂଖ୍ୟା କିନ୍ତୁ ଥମିବାର ନାଁ ଧରୁନାହିଁ । ଆଜି ଦେଶରେ ୪୩୨୯ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଯାହାକି ସର୍ବକାଳୀନ ରେକର୍ଡ । ମହାମାରୀ ସଂକ୍ରମଣ ହେଲା ଦିନଠାରୁ ଦେଶର!-->…