ରେକର୍ଡ ଭାଙ୍ଗିଲା ସଂକ୍ରମଣ ଓ ମୃତ୍ୟୁ
ଭୁବନେଶ୍ୱର: ମହାମାରୀ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ଥମିବାର ନାଁ ଧରୁନାହିଁ । ରାଜ୍ୟରେ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି । ଏପରିକି ରାଜ୍ୟରେ ବଳବତର ଥିବା ୧୪ ଦିନିଆ ତାଲାବନ୍ଦ ଏବଂ ସପ୍ତାହାନ୍ତ ସଟ୍ଡାଉନ୍ ସଂକ୍ରମଣକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛି । ଆଜି ଗୋଟିଏ!-->…