ଦିଲ୍ଲୀ, ହରିଆନାରେ ବଢିଲା ଲକ୍‌ଡାଉନ୍

ନୂଆଦିଲ୍ଲୀ: କରୋନା ସଂକ୍ରମରକୁ ଦୃଷ୍ଟିରେ ରଖି ଦିଲ୍ଲୀ ଓ ହରିଆନା ସରକାର ଆଜି ଆଉ ସପ୍ତାହକ ପାଇଁ ଲକ୍‌ଡାଉନ୍ ବୃଦ୍ଧି କରିଛନ୍ତି । ଜାତୀୟ ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ହ୍ରାସ ପାଇବା ସତ୍ୱେ ଦିଲ୍ଲୀ ସରକାର ଆଜି ପୁଣି ସପ୍ତାହକ ପାଇଁ ଲକ୍‌ଡାଉନ୍ ବୃଦ୍ଧି କରିଛନ୍ତି । ସଂକ୍ରମଣ…

‘ତଉ ତେ’ର ତାଣ୍ଡବ : ୬ମୃତ , ଗୁଜରାଟରେ ହାଇଆଲର୍ଟ

ବେଙ୍ଗାଲୁରୁ: ଆରବ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ମହାବାତ୍ୟା ‘ତଉତେ’ର ତାଣ୍ଡବ ଯୋଗୁଁ କେରଳ, କର୍ଣ୍ଣାଟକ ଗୋଆ ଓ ଗୁଜୁରାଟରେ ପ୍ରବଳ ବର୍ଷା ଓ ପବନ ଯୋଗୁଁ ବ୍ୟାପନ କ୍ଷୟକ୍ଷତି ଘଟିଛି । ବହୁ ବଡ ବଡ ଗଛ ଓ ବିଦ୍ୟୁତ ଖୁଂଟ ଉପୁଡି ପଡିଛି । ଫଳରେ ବହୁ ଅଞ୍ଚଳରେ ବିଦ୍ୟୁତ ସରବରାହ…

ଫିଲ୍ମ ଓ ଟିଭି ସିରିଏଲ ସୁଟିଂ ମନା

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟସରକାର ଆଜି ଫିଲ୍ମ ଓ ଟିଭି ସରିଏଲ ସୁଟିଂ ଉପରେ କଟକଣା ଜାରୀ କରିଛନ୍ତି । ଉଭୟ ଇନ୍‌ଡୋର ଓ ଆଇଟଡୋର ସୁଟିଂକୁ ବନ୍ଦ କରିବା ପାଇଁ ସ୍ୱତନ୍ତ୍ର ରିଲିଫ କମିଶନର ସାନି ନିର୍ଦ୍ଦେଶ ଜାରି କରିଛନ୍ତି । ପୂର୍ବରୁ ଜାରି ହୋଇଥିବା…

ରାଜ୍ୟରେ ୧୧,୭୩୨ ପଜିଟିଭ୍ : ୧୯ ମୃତ

ଭୁବନେଶ୍ୱର: ରାଜ୍ୟରେ ମହାମାରୀ କରୋନା ଥମିବାର ନାଁ ଧରୁନାହିଁ । ଆଜି ଦିନକରେ ୧୧,୭୩୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୬୫୬୯ ଚିହ୍ନଟ ହୋଇଥିବା ବେଳେ ୫୧୬୩ ଜଣ ହେଉଛନ୍ତି ସ୍ଥାନୀୟ ଆକ୍ରାନ୍ତ । ସେହିପରି ଆଜି ଆଉ ୧୯ ଜଣଙ୍କର ମୃତ୍ୟୁ ଘଟିଛି । ଆଜି…

ଦେଶରେ କମୁଛି ସଂକ୍ରମଣ, ବଢୁଛି ମୃତ୍ୟୁ

ନୂଆଦିଲ୍ଲୀ: ମହାମାରୀ କରୋନା ଭୂତାଣୁର ଦ୍ୱିତୀୟ ଲହର ସଂକ୍ରମଣ ଗତ ୩ଦିନ ଧରି ଦେଶରେ ହ୍ରାସ ପାଉଥିଲା ବେଳେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଆଜି ଦେଶରେ ଦିନକରେ ୩,୧୧,୧୭୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪.୦୭୭ ମୃତ୍ୟୁ ଘଟିଛି । ଫଳରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା…

ଦିଲ୍ଲୀ, ବେଙ୍ଗାଲୁରୁ ଏବଂ ମହାରାଷ୍ଟ୍ରକୁ ପଠାଗଲା ଅମ୍ଲଜାନ

ଭୁବନେଶ୍ୱର: ମହାମାରୀ କରୋନା ସଂକ୍ରମଣ ସମୟରେ ରେଲୱେ ପ୍ରଶାସନିକ କରୋନା କାଳରେ ଅମ୍ଲଜାନ ସଂକଟ ଦେଖାଦେଇଛି । ଏହାକୁ ଭରଣା କରିବା ଲାଗି ଭାରତ ସରକାରଙ୍କ ନିର୍ଦ୍ଦେଶକ୍ରମେ ୪ଟି ରେଲୱେ ଯୋଗେ ୩ଟି ରାଜ୍ୟକୁ ୩୫୩ ଟନ୍ ଓଜନର ତୈଳ ଅମ୍ଲଜାନ ବ୍ୟାଙ୍କର ପଠାଯାଇଥିବା ଖୋର୍ଦ୍ଧାରୋଡ଼ ରେଲୱେ ମଣ୍ଡଳ…

ଅକ୍ଷୟ ତୃତୀୟାରେ ସୁନାଗହଣା କାରବାର ଠପ୍

ନବରଙ୍ଗପୁର: ଗତ ତିନିବର୍ଷ ଧରି ଅକ୍ଷୟ ତୃତୀୟାରେ ଜିଲ୍ଲାରେ ସୁନାଗହଣା କାରବାର ଠପ ହୋଇଯାଇଛି । ୨୦୧୯ରେ ବାତ୍ୟା ପାଇଁ ଗହଣା କାରବାର ମାନ୍ଦା ପଡିଥିବା ବେଳେ ୨୦୨୦ ଓ ୨୦୨୧ ରେ କରୋନା ଲକଡାଉନ ପାଇଁ ଅକ୍ଷୟା ତୃତୀୟାରେ ସୁନାଗହଣା ବ୍ୟବସାୟକୁ ସମ୍ପୁର୍ଣ୍ଣ ଠପ କରିଛି । ପବିତ୍ର ଅକ୍ଷୟ…

ଭାରତରେ କରୋନା ସ୍ଥିତି ଭୟାବହ : ‘ହୁ’

ଜେନିଭା: ଭାରତରେ ମହାମାରୀ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ସ୍ଥିତି ଅତ୍ୟନ୍ତ ଚିନ୍ତା ଜନକ ଏବଂ ମହାମାରୀର ଦ୍ୱିତୀୟ ବର୍ଷ ପୂର୍ବ ବର୍ଷ ଅପେକ୍ଷା ଅତିଶୟ ମାରାତ୍ମକ ହେବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ କୁହାଯାଇଛି । ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ବିଶ୍ୱ…

କରୋନା ମୃତ୍ୟୁ ଲୁଚାଇଛି ଆମେରିକା, ଭାରତ !

ବେଙ୍ଗାଲୁରୁ: ମହାମାରୀ କରୋନାର ଦ୍ୱିତୀୟ ସଂକ୍ରମଣ ଏବେ ବିଶ୍ୱର ଅନେକ ରାଷ୍ଟ୍ର ଲଢେଇ ଜାରି ରଖିଥିବା ବେଳେ ମୃତ୍ୟୁ ସଂଖ୍ୟା ପ୍ରକଶକୁ ନେଇ ବିଭ୍ରାନ୍ତି ଦେଖିବାକୁ ମିଳିଛି । ଅନେକ ଦେଶରେ କରୋନା ଆକ୍ରାନ୍ତଙ୍କ ପ୍ରକୃତ ସଂଖ୍ୟା ଏବଂ ମୃତକଙ୍କ ସଂଖ୍ୟା ଠିକ୍‌ରେ ସେମାନଙ୍କ ପରିସଂଖ୍ୟାନରେ…

ଏନଡିଆରଏଫର ୫ଟିମ୍ ଗଲେ ଗୁଜରାଟ

ବାରଙ୍ଗ : ମୁଣ୍ଡଳୀସ୍ଥିତ ୩ୟ ବାହିନୀ ଏନଡିଆରଏଫର ୫ଟି ଟିମ ଗୁଜୁରାଟର ସାମୁଦ୍ରିକ ବାତ୍ୟାର ମୁକାବିଲା ନିମନ୍ତେ ଶନିବାର ଭୁବନେଶ୍ୱର ଆନ୍ତର୍ଜାତିକ ବିମାନ ବନ୍ଦରୁ ଯାତ୍ରା କରିଛନ୍ତି ।ଏନଡିଆରଏଫର ସିନିୟର କମାଣ୍ଡାଣ୍ଟ ଜାକବକିସ ପୋଟାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଡେପୁଟି…