୬ରୁ ୮ ସପ୍ତାହ ‘ଲକ୍ଡାଉନ୍’ ଜରୁରୀ : ଆଇସିଏମ୍ଆର୍’ ମୁଖ୍ୟ
ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ଥମିବାର ନାଁ ଧରୁନଥିବା ବେଳେ ଏହାର ମୁକାବିଲା ପାଇଁ ଲକ୍ଡାଉନ୍ ଏବେ ଏକ ମାତ୍ର ପନ୍ଥା ବୋଲି ଆଇସିଏମ୍ଆର୍ ପକ୍ଷରୁ କୁହାଯାଇଛି । ଅଧିକ ସଂଖ୍ୟକ କୋଭିଡ-୧୯ ସଂକ୍ରମଣ ରିପୋର୍ଟ କରୁଥିବା ଜିଲ୍ଲାଗୁଡିକ ଆହୁରି ୬ରୁ୮ ସପ୍ତାହ!-->…