ସତ’ର ଅନ୍ୟ ନାମ ମିଛ?
ସ୍ଲେଟ ଓ ଖଡି ଧରି ପାଠ ପଢିଲା ବେଳୁ ଶିକ୍ଷକମାନେ ଶିକ୍ଷା ଦାନ ବେଳେ କହି ଆସିଛନ୍ତି, ମିଥ୍ୟା କହିବା ମହାପାପ ଓ ସତ୍ୟର ବିକଳ୍ପ ନାହିଁ । ଉଦାହରଣ ସ୍ୱରୁପ କୁହାଯାଇପାରେ, ସୁର୍ଯ୍ୟ ପୁର୍ବ ଦିଗରୁ ଉଇଁବା ଓ ପଶ୍ଚିମ ଦିଗରେ ଅସ୍ତ ହେବା, ମଣିଷ ଜନ୍ମ ହେବା ପରେ ଦିନେ ନା ଦନେ ତା’ର ମୃତ୍ୟୁ!-->…