ଭାରତ ମହାସାଗରରେ ପଡ଼ିଲା ଚୀନ୍ର ବେକାବୁ ରକେଟ୍
ମହାକାଶରୁ ଖସିବା ପରେ ମହାସାଗରରେ ପଡ଼ିଲା ଚୀନ୍ ପକ୍ଷରୁ ଛଡ଼ାଯାଇଥିବା ରକେଟ୍ ଲଙ୍ଗମାର୍ଚ୍ଚ-5ବି। ଏନେଇ ସମ୍ବାଦ ସରବରାହ ସଂସ୍ଥା ରଏଟର ପକ୍ଷରୁ ସୂଚନା ମିଳିଛି ।ଚୀନ୍ର ଏହି ସବୁଠୁ ବଡ଼ ରକେଟଟି ମହାସାଗରରେ ପଡ଼ିବା ପୂର୍ବରୁ ଅଧୀକାଂଶ ଭାଗ ଜଳିଯାଇଥିଲା । ମହାକାଶରୁ ଖସିବା ସମୟରେ!-->…