ଆଗ ଧାଡ଼ିର ଯୋଦ୍ଧାଙ୍କ ଜୀବନ ନେଲା କରୋନା
ବଲାଙ୍ଗୀର: ଆଗଧାଡ଼ିର ଯୋଦ୍ଧା
ସାଜି ଲଢୁଥିବା ଆଉ ଜଣେ ଯୋଦ୍ଧାଙ୍କର ଆଜି ଜୀବନ ନେଇଛି ମହାମାରୀ କରୋନା । ବଲାଙ୍ଗୀର ଜିଲ୍ଲା
ଚୂଡ଼ାପାଲି ହସ୍ପିଟାଲ୍ରେ ଫାର୍ମାଶିଷ୍ଟ ଭାବରେ କାର୍ଯ୍ୟରତ ଜଣେ ଷ୍ଟାଫ୍ଙ୍କର ଆଜି ମୃତ୍ୟୁ ହୋଇଛି
। ମୃତକଙ୍କ ନାମ ଦିବାକର ପରିଡ଼ା । ଗତ ଏକ ସପ୍ତାହ ତଳେ!-->!-->!-->…