ଇଟାଭାଟିକୁ ନେଇ ତେଜୁଛିି ଅସନ୍ତୋଷ
ଜଗତସିଂହପୁର: ଜଗତସିଂହପୁର ବ୍ଲକ ଅନ୍ତର୍ଗତ ଅଳା ଗ୍ରାମପଂଚାୟତ ସାନଲହଙ୍ଗା ଗ୍ରାମର ନୀଳମଣି ସୂତାର ଦୀର୍ଘ ଚାରି ବର୍ଷ ଧରି ଜନବସତି ମଧ୍ୟରେ ଇଟା ପକାଇବାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି । ଯାହା ଫଳରେ ଇଟା ଭାଟିରୁ ବାହୁରୁଥିବା ବିଷାକ୍ତ ଧୂଆଁରେ ସ୍ଥାନୀୟ ଜନସାଧାରଣ ରହି!-->…