ରାଜ୍ୟରେ ଆଉ ୮୯୧୪ ପଜିଟିଭ୍ : ୫ମୃତ

ଭୁବନେଶ୍ୱର: ରାଜ୍ୟରେ ଆଜି ଦିନକରେ ୮୯୧୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ଭିତରୁ ୫୦୮୧ ଜଣ ସ୍ଥାନୀୟ ସଂକ୍ରମିତ ଓ ୩୮୩୩ ଜଣ ସଙ୍ଗରୋଧରୁ ଚିହ୍ନଟହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୫୮ ଚିହ୍ନଟ ହୋଇଥିଲା ବେଳେ ଅନୁଗୁଳରୁ ୩୩୧, ବାଲେଶ୍ୱରରୁ ୧୭୯, ବରଗଡରୁ

ରାଜ୍ୟରେ ୧୮ରୁ ୪୪ ବୟସ୍କଙ୍କୁ ଟିକାକରଣ ଆରମ୍ଭ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଘୋଷଣା ଅନୁଯାୟୀ ରାଜଧାନୀ ଭୁବନେଶ୍ୱରରେ ଆଜିଠାରୁ ତୃତୀୟ ପର୍ଯ୍ୟାୟ ତଥା ୧୮ ବର୍ଷରୁ ୪୪ ବର୍ଷ ବୟସ୍କ ନାଗରିକଙ୍କୁ ମାଗଣା କରୋନା ଟିକାକରଣ ଅଭିଯାନ ଆରମ୍ଭ ହୋଇଛି । ଏଥିପାଇଁ ଆଜି ସକାଳୁ କ୍ୟାପିଟାଲ୍ ହସ୍ପିଟାଲ୍ ସମେତ ରାଜଧାନୀ ଭୁବନେଶ୍ୱରରେ ଥିବା

ଜୁଲାଇ ପର୍ଯ୍ୟନ୍ତ ଟିକା ଅଭାବ : ଅଦର

ନୂଆଦିଲ୍ଲୀ: ମହାମାରୀ କରୋନାର ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାରଙ୍କ ଅନୁମୋଦିତ ଟିକା ‘କୋଭିସିଲ୍ଡ’ର ଅଭାବ ଆସନ୍ତା ଜୁଲାଇ ମାସ ପର୍ଯ୍ୟନ୍ତ ଲାଗି ରହିବ ବୋଲି ପୁନେ ସ୍ଥିତ ସିରମ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ’ର ମୁଖ୍ୟ ଅଦର ପୁନାୱାଲା କହିଛନ୍ତି । ‘ଫାଇନାନ୍‌ସିଆଲ୍ ଟାଇମସ୍‌’

ବଜ୍ରପାତ ପାଇଁ ୮ ଜିଲ୍ଲାକୁ ଚେତାବନୀ

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ଅନୁଭୂତ ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ପ୍ରାୟ ସ୍ଥାନରେ ସର୍ବାଧିକ ତାପମାତ୍ରା ଖସିବ । ତେବେ ୨୪ ଘଂଟା ମଧ୍ୟରେ କାଳବୈଶାଖୀ ପ୍ରଭାବ ଅଧିକ ଅନୁଭୂତ ହେବାର ସମ୍ଭାବନା ରହିଛି । ଏଭଳି ଆକଳନ କରିଛି ଭୁବନେଶ୍ୱର

ଆବାସ ପ୍ରମାଣପତ୍ର, ପରିଚୟପତ୍ର ନଥିଲେ ବି ଡାକ୍ତରଖାନାରେ କରୋନା ରୋଗୀଙ୍କ ଚିକିତ୍ସାକୁ ମନା ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦେଶର ବିଭିନ୍ନ ସ୍ଥାନରେ ବାହାର ରାଜ୍ୟର ତଥା ଦେଶର ଲୋକ ରହୁଛନ୍ତି । କରୋନା ସମୟରେ ସେମାନେ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଗଲେ କତୃପକ୍ଷ ଆବାସ ପ୍ରମାଣପତ୍ର କିମ୍ବା ପରିଚୟପତ୍ର ମାଗୁଛନ୍ତି । ଯେଉଁଥିପାଇଁ ସେମାନଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ମାଗୁଛନ୍ତି । ଯେଉଁଥିପାଇଁ

ଧଳାଜହର ମାୟାରେ ଭଦ୍ରକର ଯୁବପିଢି

ଭଦ୍ରକ: ଭଦ୍ରକରେ ଧଳାଜହର ରୂପୀ ବ୍ରାଉନସୁଗାର ଯୁବଗୋଷ୍ଠୀକୁ ଏଭଳି ବିପଦଗାମୀ କରିଛି ଯେ ଜଣେ ୧୮/୧୯ ବର୍ଷର ଯୁବକ ଏହାର ଜାଲରେ ପଡି ଘରେ ଗଣ୍ଡଗୋଳ କରିବାରୁ ତାର ପିତା ପୁତ୍ରର ବେକ କାଟିବାକୁ ପଛାଇନଥିଲେ । ତେବେ ଏଭଳି ଅଭାବନୀୟ ଘଟଣା ବର୍ତ୍ତମାନର କରୋନା ସମୟର ସଟଡାଉନବେଳେ ଚର୍ଚ୍ଚାର

ନାବାଳିକାକୁ ଗଣଦୁଷ୍କର୍ମ : ୩ ଗିରଫ

କନ୍ଧମାଳ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଂଚଳରେ ଜଣେ ନାବାଳିକା ବାହାଘର ଦେଖି ଫେରିବାବେଳେ ତାକୁ ବାଇକରେ ଅପହରଣ କରି ତା ସହିତ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗରେ ଫିରିଙ୍ଗିଆ ଥାନା ପୋଲିସ ଆଜି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସୂଚନା ଅନୁସାରେ ଗତ ୨୮/୦୪/୨୦୨୧ ତାରିଖରେ

ଆଇଏନ୍‌ଏସ୍ ଚିଲିକାରେ ଖୋଲିଲା କୋଭିଡ୍ ସେଣ୍ଟର

ବାଲୁଗାଁ: କରୋନା ସଂକ୍ରମଣର ଦ୍ୱିତୀୟ ଲହର ଦେଇ ଭାରତ ଗତି କରୁଥିବା ବେଳେ ପଜିଟିଭ୍‌ଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେଣୁ ଭାରତୀୟ ନେସସେନାର ପ୍ରାରମ୍ଭିକ ପ୍ରଶିକ୍ଷଣ ପ୍ରତିଷ୍ଠାନ, ଆଇଏନ୍‌ଏସ୍ ଚିଲିକା, ନୌସେନା ଅଧିକାରୀ ଇନ୍‌ଚାର୍ଜ ଓଡ଼ିଶାଙ୍କ ଆନୁକୂଲ୍ୟରେ ଖୋର୍ଦ୍ଧା

ପ୍ରବାସୀ ଶ୍ରମିକଙ୍କ ସ୍ୱାର୍ଥରକ୍ଷା ଦାବି

ଭୁବନେଶ୍ୱର: ବିଶ୍ୱ ଶ୍ରମିକ ଦିବସ ଉପଲକ୍ଷେ ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କମିଟି ପକ୍ଷରୁ ସଭାପତି ଶ୍ରୀ ବସନ୍ତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଗୁଗୁଲ୍ ମିଟ୍ ମାଧ୍ୟମରେ ଏକ ୱେବିନାର ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଆମ ରାଜ୍ୟ ଏବଂ ରାଜ୍ୟ ବାହାରର ତିରିଶରୁ ଅଧିକ ବ୍ୟକ୍ତି

ମାଟ୍ରିକ ମୂଲ୍ୟାୟନ ସିବିଏସ୍‌ଇ ଢାଞ୍ଚାରେ କରିବାକୁ ନିଷ୍ପତି

ଭୁବନେଶ୍ୱର: ଚଳିତ ବର୍ଷ ମାଟ୍ରିକ ମୂଲ୍ୟାୟନ ସିବିଏସ୍‌ଇ ଢାଞ୍ଚାରେ କରିବାକୁ ନିଷ୍ପତି ନିଆଯାଇଛି । ଏହି ନିଷ୍ପତି ଅନୁସାରେ ମାଟ୍ରିକ ପରୀକ୍ଷାର୍ଥୀଙ୍କ ନବମ ଶ୍ରେଣୀରେ ପରୀକ୍ଷା ମାର୍କ ଓ ଦଶମ ଶ୍ରେଣୀର ପ୍ରି ବୋର୍ଡ ବା ଟେଷ୍ଟ ମାର୍କକୁ ଭିତ୍ତି କରି ମୂଲ୍ୟାୟନ ହେବା ତା’ ସହିତ ଦଶମ