କରୋନା ମୁକାବିଲା ପାଇଁ ସେନାର ସହାୟତା ଲୋଡିଲା ଦିଲ୍ଲୀ
ନୂଆଦିଲ୍ଲୀ : ଦୈନିକ ନୂତନ ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ବୃଦ୍ଧି କାରଣରୁ ୧୦,୦୦୦ ଅକ୍ସିଜେନ୍ ସୁବିଧା ଥିବା ଅଣ-ଆଇସିୟୁ ଏବଂ ୧୦୦୦ ଆଇସିୟୁ ଶଯ୍ୟାବିଶିଷ୍ଟ କେତେକ କୋଭିଡ୍-୧୯ ସ୍ବାସ୍ଥ୍ୟ କେନ୍ଦ୍ର ସ୍ଥାପନ କରିବା ସହ ସେଗୁଡ଼ିର ଚାଳନା ଓ ପରିଚାଳନା କରିବା ନିମନ୍ତେ ଦିଲ୍ଲୀ ସରକାର ସେନାର!-->…