ପାରାଦୀପ ବନ୍ଦର ପ୍ରତିଷ୍ଠା ଦିବସ ଅବସରରେ ମାରାଥନ ପ୍ରତିଯୋଗିତା
ପାରାଦୀପ : ପାରାଦୀପ ବନ୍ଦର ଜାନୁଆରୀ ୩ ତାରିଖ ବୁଧବାର ଦିନ ତାର ୬୩ ତମ ପ୍ରତିଷ୍ଠା ଦିବସ ପାଳନ କରିଛି । ସବୁ ବର୍ଷ ପରି ବନ୍ଦର ପ୍ରତିଷ୍ଠା ଦିବସ ଅବସରରେ ଗୋପବନ୍ଧୁ କ୍ରୀଡ଼ା ସାଂସଦ ଆନୁକୂଲ୍ୟରେ ୧୯ ତମ ପାରାଦୀପ ମାରାଥନ ୨0୨୪ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଏହି ମାରାଥନ!-->…