ଲକଡାଉନରେ ଟିକା ଓ ଟେଷ୍ଟିଂକୁ ଅନୁମତି
ଭୁବନେଶ୍ୱର: କରୋନାର ଦୃତ ସଂକ୍ରମଣରେ ରୋକ ଲଗାଇବାକୁ ରାଜ୍ୟରେ ଲକଡାଉନ ଘୋଷଣା ହୋଇଥିବା ବେଳେ ଏହି ସମୟରେ ଟିକା ଓ ଟେଷ୍ଟିଂକୁ ଅନୁମତି ପ୍ରଦାନ କରାଯାଇଛି । ମେ ୫ରୁ ୧୯ ତାରିଖ ମଧ୍ୟରେ ଟିକା ପାଇଁ ଅନୁମତିପ୍ରାପ୍ତ ବ୍ୟକ୍ତି ଟିକା କେନ୍ଦ୍ରକୁ ଯାଇପାରିବେ, ଏଥିରେ କୌଣସି କଟକଣା ରହିବ!-->…