ଟିଟିଲାଗଡରେ ୭ଟି ଅବରୋଧ ଅଂଚଳ ଘୋଷିତ
ଟିଟିଲାଗଡ: ଟିଟିଲାଗଡ ସହରରେ ଗତ ୩ ଦିନର କରୋନା ପରୀକ୍ଷା ପରିସଂଖ୍ୟାନ ଦେଖିବାକୁ ଗଲେ ୨୭ରେ ୭୪, ୨୮ରେ ୫୦ ଓ ଗୁରୁବାର ୪୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସହରରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୪ ଶହ ଟପିଛି । ପରୀକ୍ଷା ନକରି ବାହାରେ ବୁଲୁଥିବା ଜ୍ୱରାକ୍ରାନ୍ତ ରୋଗୀଙ୍କ ସଂଖ୍ୟାରେ ମଧ୍ୟ!-->…