ବିଏମ୍‌ସି ପକ୍ଷରୁ ନିର୍ଦ୍ଧାରଣ ହେଲା ଟିକାକରଣ ସମୟ

ଭୁବନେଶ୍ୱର: ବରିଷ୍ଠ ନାଗରୀକ ଓ ସମ୍ମୁଖ ଯୋର୍ଦ୍ଧା ସମେତ ୪୫ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ଟିକାକରଣ ଚାଲିଛି। ରାଜ୍ୟରେ ଦ୍ବିତୀୟ ଡୋଜ୍‌ ଟିକା ନେବାକୁ ଥିବା ଏହି ବର୍ଗର ଲୋକଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକାକରଣ କରିବାକୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନିର୍ଦେଶନାମା

ରାଜ୍ୟରେ ୨୪ ଘଣ୍ଟା ରେ ୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର: ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ୧୪ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି। ରାୟଗଡା ଜିଲାରୁ ସର୍ବାଧିକ ୪ ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଥିବାବେଳେ କେନ୍ଦୁଝରରେ ୨ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ସେହିଭଳି ଗଞ୍ଜାମ, ଜଗତସିଂହପୁର, ଖୋର୍ଦ୍ଧା, ସୁନ୍ଦରଗଡରୁ

ରାଜ୍ୟରେ ୧୪ ଦିନିଆ ଲକଡାଉନ ଘୋଷଣା କଲେ ସରକାର

  ଭୁବନେଶ୍ୱର: ରାଜ୍ୟରେ ଲକଡାଉନ ଘୋଷଣା କଲେ ସରକାର। ମେ’ ୫ରୁ ୧୯ ତାରିଖ ପର୍ଯ୍ୟନ୍ତ ଲକଡାଉନ ଘୋଷଣା। ମେ ୫’ ବୁଧବାର ସକାଳୁ ୧୯ ତାରିଖ ସକାଳ ଯାଏ ଏହି ଲକଡାଉନ୍ ବଳବତ୍ତର ରହିବ। ତେବେ ଶନିବାର ଓ ରବିବାର ସମ୍ପୂର୍ଣ୍ଣ ସଟଡାଉନ।ଲକଡାଉନ ବେଳେ କେବଳ ଚାଲି ଚାଲି ପରିବା ପାଇଁ ଯାଇହେବ।

ଆଜି କରୋନାରେ ଚାଲିଗଲା ୧୧ ଜୀବନ

ରାଜ୍ୟରେ ଆଜି ୧୧ ଜଣ କୋରୋନା ଆକ୍ରାନ୍ତଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଫଳରେ ରାଜ୍ୟରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ୨୦୫୪କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ଭୁବନେଶ୍ୱରରୁ ସର୍ବାଧିକ ୪ ଜଣ ଥିବା ବେଳେ ସୁନ୍ଦରଗଡ଼ରୁ ୨ ଏବଂ ବୌଦ୍ଧ, କଳାହାଣ୍ଡି, କୋରାପୁଟ, ପୁରୀ ଓ

ବିନା ଦର୍ଶକରେ ଆୟୋଜିତ ହୋଇପାରେ ଟୋକିଓ ଅଲିମ୍ପିକ୍ସ

ଟୋକିଓ: ଆସନ୍ତା ଜୁଲାଇରେ ଜାପାନର ଟୋକିଓରେ ଅନୁଷ୍ଠିତ ହେବାକୁ ଥିବା ଅଲିମ୍ପିକ୍ସ ବିନା ଦର୍ଶକରେ ଆୟୋଜିତ ହେବାର ସମ୍ଭାବନା ରହିଥିବା ଶୁକ୍ରବାର ସୂଚନା ଦେଇଛନ୍ତି ଆୟୋଜକ କମିଟି ସଭାପତି ସେଇକୋ ହାସିମୋଟୋ। କରୋନା ସଂକ୍ରମଣର ଦ୍ବିତୀୟ ଲହର ଜାରି ରହିଥିବାରୁ ଆୟୋଜକ କମିଟି ଅଲିମ୍ପିକ୍ସ

କୋଭିଡ ମୁକାବିଲା ପାଇଁ ବିପର୍ଯ୍ୟୟ ମୁକାବିଲା ପାଣ୍ଠିର କେନ୍ଦ୍ରୀୟ ଭାଗ ମଂଜୁର

୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠିର କେନ୍ଦ୍ରୀୟ ଅଂଶର ପ୍ରଥମ କିସ୍ତି ଭାବରେ କେନ୍ଦ୍ର ସରକାର ୮୮୭୩.୬ କୋଟି ଟଙ୍କା ମଂଜୁର କରିଥିବା ଅର୍ଥ ମନ୍ତ୍ରଣାଳୟ ସୂଚନା ଦେଇଛି। ମନ୍ତ୍ରଣାଳୟ ସୂଚନା ଅନୁଯାୟୀ, ଏହି ପାଣ୍ଠି ଅନ୍ତର୍ଗତ ମଂଜୁର ହୋଇଥିବା ଅର୍ଥର ୫୦

କରୋନାରେ ଆଖି ବୁଜିଲେ ବିଶିଷ୍ଟ ଅଭିନେତା ବିକ୍ରମଜିତ କନୱରପାଲ

ମୁମ୍ବଇ : କରୋନାରେ ପୁଣି ପ୍ରାଣ ହରାଇଲେ ଆଉ ଜଣେ ମହାନ ଅଭିନେତା ବିକ୍ରମଜିତ କନୱରପାଲ। ସେନା ଅଧିକାରୀ ଭାବେ କାର୍ଯ୍ୟ କରି ଅବସର ନେବା ପରେ ଅଭିନୟ ଆରମ୍ଭ କରିଥିଲେ ବିଶିଷ୍ଟ ଅଭିନେତା ବିକ୍ରମଜିତ କନୱରପାଲ। ଦୀର୍ଘ ୧୭ ବର୍ଷର ଅଭିନୟ ସମୟରେ ସେ ବିଭିନ୍ନ ହିଟ ଚଳଚ୍ଚିତ୍ର, ପ୍ରସିଦ୍ଧ

ବିଷାକ୍ତ ଲସି ପିଇ ୧୦୦ରୁ ଅଧିକ ଅସୁସ୍ଥ

ମାଲକାନଗିରି : ବିଷାକ୍ତ ଲସି ପିଇ ୧୦୦ ରୁ ଅଧିକ ଅସୁସ୍ଥ ହୋଇଛନ୍ତି। ଏପରି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲାରେ। ପଡିଆ ବ୍ଲକ ଅନ୍ତର୍ଗତ କାଲଦାପାଲି ଗ୍ରାମ ପଂଚାୟତ ଅନ୍ତର୍ଗତ କୁର୍ତ୍ତୀ ଗାଁ ରେ ଗତ କାଲି ସାପ୍ତାହିକ ହାଟ ବସି ଥିଲା । ଆଉ ହାଟର ଏକ ଲସି ଦୋକାନ ରୁ ଅନେକ

କରୋନା ଲଢ଼େଇରେ ହାରିଗଲେ ସୁଟର ଦାଦି

ନୂଆଦିଲ୍ଲୀ: କରୋନା ସହ ଲଢେଇରେ ହାରିଗଲେ ସୁଟର ଦାଦି ଭାବେ ପରିଚିତ ଚାେନ୍ଦ୍ରା ତୋମାର। କରୋନା ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିବାବେଳେ ସେ ଶୁକ୍ରବାର ୮୯ ବର୍ଷରେ ଦେହାନ୍ତ ହୋଇଛି। କିଛିଦିନ ତଳେ ନିଶ୍ବାସ ପ୍ରଶ୍ବାସ ନେବାରେ ଅସୁବିଧା ହେବାରୁ ତାଙ୍କୁ ମେଠରର ଆନନ୍ଦ ଡାକ୍ତରଖାନାରେ

କେନ୍ଦ୍ରକୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ପ୍ରଶ୍ନବାଣ

ନୂଆଦିଲ୍ଲୀ: ଟିକାକରଣ ସମ୍ପର୍କରେ ଜାତୀୟ ନୀତି, ଟିକାର ମୂଲ୍ୟ, ଅମ୍ଳଜାନର ସ୍ଥିତି ଓ ଯୋଗାଣ, ଜରୁରୀ ଆବଶ୍ୟକ ହେଉଥିବା ଔଷଧ ଏବଂ ତାଲାବନ୍ଦ ଘୋଷଣା ଇତ୍ୟାଦି ସମ୍ପର୍କରେ ସର୍ବୋଚ୍ଚ ନ୍ୟାୟାଳୟ ଶୁକ୍ରବାର କେନ୍ଦ୍ର ସରକାରଙ୍କୁ ପ୍ରଶ୍ନବାଣରେ ଘାଇଲା କରିଛନ୍ତି। ନିଜ ଆଡ଼ୁ ଗୃହୀତ ମାମଲାର