ଭାରତରେ ନିର୍ମାଣ ହେବ ବିଶ୍ୱର ସର୍ବବୃହତ ପରମାଣୁ ଶକ୍ତି କେନ୍ଦ୍ର
ପ୍ୟାରିସ: ଭାରତ ବିଶ୍ୱର ସର୍ବବୃହତ ପରମାଣୁ ଶକ୍ତି କେନ୍ଦ୍ର ନିର୍ମାଣ କରିବାକୁ ଯାଉଛି । ଫ୍ରାନ୍ସର ଶକ୍ତି ଉତ୍ପାଦନକାରୀ ସଂସ୍ଥା ଇଡିଏଫ୍ ଏହି ଶକ୍ତି ପ୍ରକଳ୍ପ ନିର୍ମାଣ ପାଇଁ ଟେକେ୍ନା- କମର୍ସିଆଲ ଅଫର ଦାଖଲ କରିଥିବା କହିଛି । ବିଭିନ୍ନ ରାଷ୍ଟ୍ରରେ ଥିବା ପରମାଣୁ ଶକ୍ତି କେନ୍ଦ୍ରରେ!-->…