ଅକ୍ସିଜେନ୍ ଯୋଗାଣରେ ବାଧା ଦେଲେ ଫାଶୀ: ଦିଲ୍ଲୀ ହାଇକୋର୍ଟ
ନୂଆଦିଲ୍ଲୀ: ଦେଶବ୍ୟାପୀ କରୋନା ସଂକ୍ରମର ଉଦ୍ବେଗଜନକ ଭାବେ ବ୍ୟାପୀ ଚାଲିଥିବା ବେଳେ ଅକ୍ସିଜେନ୍ ସଙ୍କଟ ପରିସ୍ଥିତିକୁ ଆହୁରି ଜଟିଳ କରିଦେଇଛି । ବିଶେଷ କରି ଦିଲ୍ଲୀରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଅକ୍ସିଜେନ୍ ଅଭାବ ଯୋଗୁଁ ଅନେକ ହସ୍ପିଟାଲରେ ରୋଗୀ ପ୍ରାଣ!-->…