ହରିୟାନାର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ କରୋନା
ଚଣ୍ଡିଗଡ଼: ହରିୟାନାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ସିଂହ ହୁଡ଼ା ଏବଂ ତାଙ୍କ ପତ୍ନୀ କରୋନା ପଜିଟିଭରେ ଆକ୍ରାନ୍ତ ହୋଇଛନ୍ତି । ରବିବାର ଦ୍ୱିପହରରେ ହୁଡ଼ାଙ୍କ କାର୍ଯ୍ୟାଳୟରୁ ନିଜେ ଜଣାଇଥିଲେ । ଭୂପେନ୍ଦ୍ର ସିଂ ହୁଡ଼ା ଶନିବାରକୁ କରୋନା ଟେଷ୍ଟ କରିଥିଲେ । ସେତେବେଳେ ସେ!-->…