ମହାରାଷ୍ଟ୍ରରେ୧୪୪ ଧାରା ଲାଗୁ କରାଯିବ
ମୁମ୍ବାଇ: କରୋନା ଭୂତାଣୁ ଦିନକୁ ଦିନ ସଂକ୍ରମଣ ହେବାକୁ ଲାଗିଲାଣି । ଯେଉଁଥିପାଇଁ ମହାରାଷ୍ଟ୍ରରେ ଆଜି ରାତି ୮ଟାରୁ ପାଖାପାଖି ୧୫ ଦିନ ଯାଏ କଡା କଟକଣା ଲାଗୁ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି । ରାଜ୍ୟବାସୀଙ୍କୁ ଏକ ଭର୍ଚୁଆଲ୍ ବାର୍ତ୍ତାରେ ଶ୍ରୀ ଠାକରେ କହିଛନ୍ତି!-->…