ପଶ୍ଚିମବଙ୍ଗ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମୈଦାନରେ ରାହୁଲ

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ୮ ଟି ପର୍ଯ୍ୟାୟରେ ହେଉଥିବା ଭୋଟ ଗ୍ରହଣରୁ ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଶେଷ ହୋଇଛି । ହେଲେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏପର୍ଯ୍ୟନ୍ତ ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାରକୁ ନଯିବାକୁ ନେଇ ଚାରିଆଡୁ ଆଲୋଚନା ହେଉଛି । ଏହାରି ମଧ୍ୟରେ ଖବର

୩ ଦିନ ପାଇଁ ବନ୍ଦ ରହିବ ଗୁଣପୁର ଜିଆଇଇଟି ବିଶ୍ୱବିଦ୍ୟାଳୟ

ଗୁଣପୁର: ଜିଆଇଇଟି ବିଶ୍ୱବିଦ୍ୟାଳୟ  କ୍ୟାମ୍ପସରୁ ୬ ପଜିଟିଭ ଚିହ୍ନଟ ପରେ ୩ ଦିନ ବିଶ୍ୱବିଦ୍ୟାଳୟ ବନ୍ଦ ରଖିବାକୁ ନିର୍ଦେଶ ଦେଇଛନ୍ତି ଗୁଣପୁର ଉପଜିଲ୍ଲାପାଳ ସୋନାଲ ଜେନା । ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ବନ୍ଦ ରହିବ । ସମ୍ପୂର୍ଣ୍ଣ କ୍ୟାମ୍ପସକୁ ସାନିଟାଇଜ

ଛତିଶଗଡ ପରେ ମଧ୍ୟପ୍ରଦେଶରେ ଲାଗୁହେଲା ଲକଡାଉନ୍

ମଧ୍ୟପ୍ରଦେଶ : ସାରା ଦେଶରେ କରୋନା ସଂକଟ ଭିତରେ ମଧ୍ୟପ୍ରଦେଶରେ ବି କରୋନା ସଂକ୍ରମଣ ଭୟାନକ ରୂପ ନେବାରେ ଲାଗିଛି । ଏହାରି ମଧ୍ୟରେ ସଂକ୍ରମଣକୁ ରୋକିବାକୁ ମୁଖ୍ୟମନ୍ତ୍ରୀ ଶିବରାଜସିଂ ଚୌହାନ କଡା ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ୍ୟର ପ୍ରମୁଖ ସହର ମାନଙ୍କରେ ୬୦ ଘଂଟା ପାଇଁ ପୂର୍ଣ୍ଣ

ଅଗ୍ନିକାଣ୍ଡରେ ଜଳିଗଲା ୫ ପରିବାରର ଘର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ବଡ଼ଡୁମ୍ବୁଳା ପଞ୍ଚାୟତର ବାଗଡ ଗ୍ରାମର ହରିଜନ ସାହିରେ ଗତକାଲି ବିଳମ୍ବିତ ରାତିରେ ଭୟାବହ ଅଗ୍ନକାଣ୍ଡ ଘଟି ୫ଟି ପରିବାରର ଘର ଭସ୍ମୀଭୂତ ହୋଇଛି । ଏଥିରେ ଲକ୍ଷାଧିକ ଟଙ୍କାର ଧନ ସମ୍ପତ୍ତି ନଷ୍ଟ ହୋଇଛି । ସୂଚନା ଅନୁଯାୟୀ, ରାତିରେ ସମସ୍ତେ

ଓଡ଼ିଶାକୁ ଆସୁଥିବା ଲୋକମାନଙ୍କ ପାଇଁ ଆରଟିିପିସିଆର ଟେଷ୍ଟ ବାଧ୍ୟତାମୂଳକ

ଭୁବନେଶ୍ୱର: ଏଣିକି ବାହାର ରାଜ୍ୟରୁ ଓଡ଼ିଶାକୁ ଆସୁଥିବା ଲୋକମାନଙ୍କ ପାଇଁ ଆରଟିିପିସିଆର ଟେଷ୍ଟ ବାଧ୍ୟତାମୂଳକ । ଯେଉଁମାନେ ଟେଷ୍ଟ ନ କରିବେ ସେମାନଙ୍କୁ ୭ ଦିନ ଲାଗି କ୍ୱାରେଣ୍ଟିନରେ ରଖାଯିବ । ରାଜ୍ୟରେ ଦୈନିକ ସଂକ୍ରମଣ ୯ଶହ ମୁହାଁ ହୋଇଥିବା ବେଳେ ଏହାକୁ ରୋକିବା ଲାଗି ରାଜ୍ୟ ସରକାରଙ୍କ

ଭୁବନେଶ୍ୱର ୟୁନିଟ୍‌-୧ ସ୍ଥିତ ଏସବିଆଇ ମେନ୍ ବ୍ରାଞ୍ଚ ପୁଣି ସିଲ୍ ହୋଇଛି

ଭୁବନେଶ୍ୱର: ଭୁବନେଶ୍ୱର ୟୁନିଟ୍‌-୧ ସ୍ଥିତ ଏସବିଆଇ ମେନ୍ ବ୍ରାଞ୍ଚ ପୁଣି ସିଲ୍ ହୋଇଛି । ଆଜିଠୁ ୧୧ ତାରିଖ ପର୍ଯ୍ୟନ୍ତ ଏହାକୁ ସିଲ୍ କରିଛି ବିଏମ୍‌ସି । ଏଠାରୁ ଅଧିକ ସଂକ୍ରମିତ ଚିହ୍ନଟ ହେବାରୁ ଏପରି ନିଷ୍ପତି ନିଆଯାଇଥିବା କହିଛନ୍ତି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ପୂର୍ବରୁ

କୋଟିଆର ନିର୍ବାଚନ କରିବାକୁ ନେଇ ଓଡ଼ିଶା ଓ ଆନ୍ଧ୍ର ପ୍ରଶାସନ ମୁହାଁମୁହିଁ

ଜୟପୁର: କୋରାପୁଟ କୋଟିଆର ନିର୍ବାଚନ କରିବାକୁ ନେଇ ଓଡ଼ିଶା ଓ ଆନ୍ଧ୍ର ପ୍ରଶାସନ ମୁହାଁମୁହିଁ ହୋଇଛନ୍ତି । ଓଡ଼ିଶାର ବିରୋଧ ସତ୍ୱେ ଆନ୍ଧ୍ର ପ୍ରଶାସନ ଆପତି ଉଠାଇଛି । କୋଟିଆର ନେରେଡିୱାଲସାରେ ଆନ୍ଧ୍ର ପକ୍ଷରୁ ପୋଲିଂ ବୁଥ୍ କରାଯାଇଛି । ଏଥିରେ କୋଟିଆ ଅଞ୍ଚଳରୁ କିଛି ଲୋକ ଯାଇ ଭୋଟ୍ ଦେଇଥିଲେ

ଆଲୋ ସଖି, ଅପଣା ମହତ ଆପେ ରଖି

ଗଣତନ୍ତ୍ରର ପିବତ୍ର ମନ୍ଦିର ବିଧାନସଭାରେ ଗତ ଶନିବାର ଦିନ ମୁଖ୍ୟ ବିରୋଧି ଦଳ ବିଜେପିର ୩ଜଣ ବରିଷ୍ଠ ସଦସ୍ୟ ଯେଉଁମାନଙ୍କ ମଧ୍ୟରେ ଜଣେ ବିରୋଧି ଦଳର ଉପନେତା, ଜଣେ ବିରୋଧି ଦଳର ମୁଖ୍ୟ ସଚେତକ ଏବଂ ଜଣେ ପୁର୍ବତନ ମନ୍ତ୍ରୀ ଅଛନ୍ତି, ଯେଉଁଭଳି ଗୃହରେ ଅଚରଣ କରିଛନ୍ତି ଏବଂ ଗୃହ ବାହାରେ

ଥାନା ପରିସରରେ ଦମ୍ପତିଙ୍କୁ ହାଣିଲେ

ବାଲେଶ୍ୱର: ପୋଲିସ୍ ଆଖି ଆଗରେ ଥାନା ପରିସରରେ ଅଭିଯୋଗକରରୀ ପତିପତ୍ନୀଙ୍କୁ ବିରୋଧି ଗୋଷ୍ଠୀର ଲୋକ ମରାଣାତ୍ମକ ଆକ୍ରମଣ କରି ହାଣିବା ଘଟଣା ବିଭିନ୍ନ ମହଲରେ ଘୋର ଆଲୋଡନ ସୃଷ୍ଟି କରିଛି । ଉଭୟ ଆହାତ ପତିପତ୍ନୀଙ୍କୁ ଚିକିତ୍ସା ଲାଗି ହସ୍ପିଲରେ ଭର୍ତି କରାଯାଇଛି । ଏପରି ଅଭାବନରୀୟ ଘଟଣା

ରାମ ମନ୍ଦିର ହଲ୍ ଓ ଅକ୍ସଫୋଡ୍ ଇଂଜିନିୟରିଂ କଲେଜ୍ ସିଲ୍

ଭୁବନେଶ୍ୱର: କରୋନା ଗାଇଡ୍ ଲାଇନ୍କୁ ଉଲ୍ଳଘଂନ କରିଥିବା ଅଭିଯୋଗରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଆଜି ଶ୍ରୀରାମ ମନ୍ଦିର ହଲ୍କୁ ସିଲ୍ କରିଦେଇଛି । ବିଏମ୍ସିର ବିନା ଅନୁମତିରେ ଜନପଥରେ ଥିବା ରାମ ମନ୍ଦିର ପରସରେ ଥିବା ଫଙ୍କସନ୍ ହଲ୍ରେ ଏକ ଜନ୍ମଦିନ ଉତ୍ସବ ପାଳନ ହେଉଥିବାରୁ ହଲ୍କୁ