ରାଜ୍ୟରେ ୮୦୦ ମୁହାଁ କରୋନା
ଭୁବନେଶ୍ୱର: ରାଜ୍ୟରେ କରୋନା ଭୂତାଣୁ ସଂକ୍ରମଣ ବଢିଚାଲିଥିଲା ବେେଳେ ଆଜି ଦିନକରେ ୭୧୯ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଂଟାଇନ୍ରୁ ୪୫୯ ଓ ସଙ୍ଗରୋଧରୁ ୩୩୨ଜଣ ଚିହ୍ନଟ ହୋଇଛନ୍ତି । ଆଜି ପୁରୀରେ ଜଣେ କରୋନା ଆକ୍ରାନ୍ତଙ୍କର ମୃତୁ୍ୟ ଘଟିଛି । ଫଳରେ!-->…