ଭୋଟର ସଂଖ୍ୟା ୯୦: ଭୋଟ ପଡିଲା ୧୭୧
ଗୁଆହାଟି: ଆମ ଦେଶରେ ସାଧାରଣ ନିର୍ବାଚନ ପରିଚାଳନା କିଭଳି ହେଉଛି, ତାହା ଏଥିରୁ ଜଣାଯିବ। ସଂପ୍ରତି ଦେଶର କେତେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରେ ବିଧାନସଭା ନିର୍ବାଚନ ସହିତ ଲୋକସଭା ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେଉଛି। ତେବେ ଗୋଟିଏ ବୁଥ୍ରେ ଭୋଟର ସଂଖ୍ୟା ୯୦ ଥିବାବେଳେ ଉକ୍ତ ବୁଥ୍!-->…