ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ପାଟଣା : କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଚାକୁଣ୍ଡାପାଳ ମୁଣ୍ଡାସାହି ନିକଟରେ ଥିବା ଆକାଶିଆ ଗଛରୁ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ନାବାଳିକା ପୁରୁଣିଆ ଗାଁର ବିଳାସିନୀ ମୁଣ୍ଡା ବୋଲି ଜଣାପଡିଛି। ସେ ନିଜ ମାମୁଁ ଘର ଚାକୁଣ୍ଡାପାଳରେ ରହି ପାଠ ପଢୁଥିଲେ। ଆଜି ସକାଳୁ!-->…