ଧାନ ମଞ୍ଜିଟାଏ ବି ନ କିଣି ମଣ୍ଡି ଉଦଘାଟନ ଆରମ୍ଭ
ଆରଏମସି ଦ୍ୱାରା ଜିଲ୍ଲା ଧାନ ମଣ୍ଡି ଉଦଘାଟିତ
ଚାଷୀ ମହଲରେ ଉଦବେଗ ପ୍ରକାଶ
ନବରଂଗପୁର : ନବରଂଗପୁର ସଦର ମୂଖ୍ୟ ବଜାର ପ୍ରାଙ୍ଗଣରେ ଜିଲ୍ଲା ଧାନ ମଣ୍ଡି ଉଦଘାଟନ ସମାରୋହ ନିୟନ୍ତ୍ରିତ ବଜାର କମିଟି ଦ୍ୱାରା ହୋଇଯାଇଛି। ମୂଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ଡ କମଳଲୋଚନ ମିଶ୍ର ଉପସ୍ଥିତ!-->!-->!-->!-->!-->…