ନନ୍ଦିଗ୍ରାମରେ ଦିଦି ଓ ଶାହାଙ୍କ ରୋଡ ସୋ
ବିହାର: ପଶ୍ଚିମବଙ୍ଗ ନନ୍ଦୀଗ୍ରାମରେ ଚାଲିଚି ମହାଲଢେଇ । ଯେଉଁଥିରେ ମମତା ବନାମ ଶାହା ଲଢେଇ ଦେଖିବାକୁ ମିଳିଛି । ନନ୍ଦୀଗ୍ରାମରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ଅର୍ଥାତ୍ ଏପ୍ରିଲ୍ ୧ ତାରିଖରେ ପଡିବ ଭୋଟ୍ । ଏଥିପାଇଁ ଆଜି ପ୍ରଚାର ଶେଷ ହେଉଥିବାବେଳେ, ଶେଷ ମୁହୂର୍ତରେ ଭୋଟରଙ୍କୁ ନିଜ ଆଡକୁ!-->…