ବିଧାନସଭାରେ ଖାଇବା ତେଲ ପ୍ରସଙ୍ଗ
ଭୁବନେଶ୍ୱର: ଖାଇବା ତେଲକୁ ନେଇ ବିଧାନସଭାରେ ଉଦ୍ବେଗ । କଂଗ୍ରେସ ପକ୍ଷରୁ ଦିଆଯାଇଥିବା ଏ ସଂପର୍କିତ ମୁଲତବୀ ପ୍ରସ୍ତାବ ଉପରେ ଗୃହରେ ଚାଲିଛି ସରଗରମ ଆଲୋଚନା । ରାଜ୍ୟରେ ଖାଇବା ତେଲର ଅହେତୁକ ଦରବୃଦ୍ଧି, ଅପମିଶ୍ରଣ ଓ କଳାବଜାରୀକୁ ନେଇ ଏହି ଆଲୋଚନା କରାଯାଇଛି । ଆଲୋଚନାରେ ଭାଗ ନେଇ!-->…