ମଙ୍ଗଳ ଗ୍ରହରେ ଜମି କିଣିଲେ ଓଡିଆ

ପଟ୍ଟାମୁଣ୍ଡାଇ: ଜଣେ ଓଡିଆ ମଙ୍ଗଳ ଗ୍ରହରେ ୧ ଏକର ଜମି କିଣିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ କେନ୍ଦ୍ରାପଡା ଜିଲ୍ଲା ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ବ୍ଲକ ସ୍ଥିତ କୁମଣି ଗ୍ରାମର ଅଭୟକୁମାର ସେନାପତି ଏହି ଜମି କିଣି ଝିଅର ଜନ୍ମଦିନରେ ତାକୁ ଉପହାର ଦେଇଥିବା କହିଛନ୍ତି । ୧୦ ହଜାର…

ମେ’ ୨୩ରେ ଓଏଏସ୍ ପ୍ରିଲିମିନାରୀ ପରୀକ୍ଷା

ଭୁବନେଶ୍ୱର: କରୋନାର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଆଶଙ୍କା ମଧ୍ୟରେ ଆଜି ଓଡିଶା ସିଭିଲ୍ ସର୍ଭିସେସ୍ (ପ୍ରିଲିମିନାରୀ) ପରୀକ୍ଷା ପାଇଁ ତାରିଖ ଘୋଷଣା ହୋଇଛି । ଓଡିଶା ଲୋକସେବା ଆୟୋଗଙ୍କ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଏହି ଓଏଏସ୍ ପ୍ରିଲିମିନାରୀ ପରୀକ୍ଷା ମେ’ ୨୩ ତାରିଖ ରବିବାର ୫ଟି…

ସରକାରୀ ହାଇସ୍କୁଲ ଛାତ୍ରଛାତ୍ରୀଙ୍କୁ ସରକାରଙ୍କ ଭେଟି

ଭୁବନେଶ୍ୱର: ଆଜି ମହାତ୍ମାଗାନ୍ଧୀଙ୍କ ଓଡିଶାକୁ ପ୍ରଥମଥର ଆଗମନର ୧୦୦ ବର୍ଷ ପୂର୍ତି ପାଳନ କରାଯାଇଛି । ବିଧାନସଭା ଅଧିବେଶନ ଚାଲିଥିବା ବେଳେ ଆଜି ଗୃହର ଭିତରେ ଓ ବାହାରେ ଏହା ପାଳନ କରାଯିବା ସହିତ କଟକରେ ପଦଯାତ୍ରା କରାଯାଇଥିଲା । ବିଭିନ୍ନସ୍ଥାନରେ ଏଥିନେଇ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ…

ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର: ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇବାକୁ ଥିବା ୩ ଟି ଓଡିଆ ସିନେମାର ଚଳଚ୍ଚିତ୍ର ନିଦେ୍ର୍ଧଶକ, ପ୍ରଯୋଜକ ଓ କଳାକାରଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ଟୁଇଟ୍ କରି କହିଛନ୍ତି ଯେ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ 'ଶଲା ବୁଢ଼ାର…

ବରମୁଣ୍ଡା ଶିଶୁମନ୍ଦିରର ସଫଳତା

ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ବରମୁଣ୍ଡା ସରସ୍ୱତୀ ଶିଶୁବିଦ୍ୟାମନ୍ଦିରର ଛାତ୍ରଛାତୀମାନେ ଚଳିତ ଶିକ୍ଷାବର୍ଷରେ ତୃତୀୟ ଓ ପଞ୍ଚମ ଶ୍ରେଣୀ ସରକାରୀ ବୃତି ପରୀକ୍ଷାରେ ଅଦ୍ଭୁତପୁର୍ବ ସଫଳତା ହାସଲ କରି ବିଦ୍ୟାଳୟକୁ ଗୌରବାନ୍ୱିତ କରିଛନ୍ତି । ଭୁବନେଶ୍ୱର ଶିକ୍ଷାଜିଲ୍ଲାର ସଫଳତା ମଧ୍ୟରେ…

୧୫ ନମ୍ବର ଜିଲ୍ଲା ପରିଷଦ ଜୋନ୍ ଉପନିର୍ବାଚନ ପାଇଁ ତାରିଖ ଘୋଷଣା

ପାଟଣାଗଡ : ପାଟଣାଗଡ ନିର୍ବାଚନ ମଣ୍ଡିଳର ୧୫ ନମ୍ବର ଜୋନରେ ଖାଲି ପଡିଥିବା ଜିଲ୍ଲା ପରିହଦ ଆସନ ପାଇଁ ଆଜି ରାଜ୍ୟ ନିର୍ବାଚ କମିଶନ ପାଟଣାଗଡ ଉପଜିଲ୍ଲାପାଳଙ୍କୁ ପତ୍ର ମଧ୍ୟମରେ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ୧୫ ନମ୍ବର ଜିଲ୍ଲା ପରିଷଦ ଜୋନରେ ଥିବା ବିଜେଡି ନିର୍ବାଚିତ ପ୍ରାର୍ଥୀ…

ଆସନ୍ତା ପହିଲାରୁ ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକା

ନୂଆଦିଲ୍ଲୀ: କରୋନା ଟିକାକୁ ନେଇ କେନ୍ଦ୍ର ସରକାର ମଙ୍ଗଳବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଦେଶରେ ଆସନ୍ତା ଏପ୍ରିଲ ପହିଲାରୁ ୪୫ ବର୍ଷରୁ ଅଧିକ ବୟସ୍କ ଟିକା ନେଇପାରିବେ ବୋଲି କେନ୍ଦ୍ର କ୍ୟାବିନେଟ୍‌ରେ ଅନୁମୋଦନ ମିଳିଛି। କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର ଏକ ସାମ୍ବାଦିକ…

ଏସଡିଭିଓ କାର୍ଯ୍ୟାଳୟର ବରିଷ୍ଠ ସହାୟକଙ୍କ ଘରେ ଭିଜିଲାନ୍ସ ଚଢାଉ

ବ୍ରହ୍ମପୁର: ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ(ଏସଡିଭିଓ)ଙ୍କ କାର୍ଯ୍ୟାଳୟର ବରିଷ୍ଠ ସହାୟକ ମାନସ ରଞ୍ଜନ ଦାସ ମଙ୍ଗଳବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କ ପେନ୍‍ସନ୍‍ ସମ୍ବନ୍ଧୀୟ ଫାଇଲ୍‍ କାମ କରାଇଦେବା ପାଇଁ ୧୫ ହଜାର ଟଙ୍କା…

ବାଘଛାଲ ଜବତ ; ୨ ଗିରଫ

ଦେବଗଡ : ଦେବଗଡ ଜିଲା ବାରକୋଟ ଅନ୍ତର୍ଗତ ବଣାଇ ଛକରେ କ୍ରାଇମବ୍ରାଞ୍ଚ ଏସଟିଏଫ ଟିମ ଚଢାଉ କରି କଲରାପତରିଆ ବାଘ ଛାଲ ଜବତ କରିଛି। ଛାଲ ବିକ୍ରି ପାଇଁ ଡିଲ କରାଯାଉଥିବା ବେଳେ ଗତକାଲି କ୍ରାଇମବ୍ରାଞ୍ଚ ଟିମ ବିଶେଷ ସୂତ୍ରରୁ ଖବର ପାଇ ଚଢାଉ କରି ଛାଲ ସହ ସମ୍ପୃକ୍ତ ଘଟଣାରେ ୨ ବାଘଛାଲ…

ଭାରତ-ଇଂଲଣ୍ଡ ପ୍ରଥମ ଦିନିକିଆ ଆଜି

ପୁଣେ : ଇଂଲଣ୍ଡ କ୍ରିକେଟ୍‌ ଦଳର ଭାରତ ଗସ୍ତରେ ଅନ୍ତିମ ଚରଣରେ ୩ ମ୍ୟାଚ୍‌ର ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ମଙ୍ଗଳବାର ଏଠାରେ ଖେଳାଯିବ। ସମସ୍ତ ମ୍ୟାଚ୍‌ ବିନା ଦର୍ଶକରେ ଖେଳାଯିବ। ଏହି ଗସ୍ତରେ ଇଂଲଣ୍ଡକୁ ଉଭୟ ଟେଷ୍ଟ ଓ ଟ୍ବେଣ୍ଟି୨୦ ସିରିଜ୍‌ରେ ଭାରତ ପରାସ୍ତ କରିଛି। ଦିନିକିଆରେ…