ପାରାଦୀପ ବନ୍ଦର ପକ୍ଷରୁ ସମ୍ବିଧାନ ପ୍ରଣେତା ଡ଼ଃ.ବି.ଆର.ଆମ୍ବେଦକରଙ୍କ ୬୭ତମ ତିରୋଧାନ ଦିବସ ପାଳିତ
ପାରାଦୀପ : ପ୍ରତିବର୍ଷ ଡିସେମ୍ବର ମାସ ୬ ତାରିଖରେ ଭାରତ ବର୍ଷର ସମ୍ବିଧାନ ପ୍ରଣେତା ତଥା ଭାରତରତ୍ନ ଡ଼ଃ.ଭିମରାଓ ରାମଜୀ ଆମ୍ବେଦକର (ଡ଼ଃ.ବି.ଆର.ଆମ୍ବେଦକର) ଙ୍କ ତିରୋଧାନ ଦିବସ ପାଳନ କରାଯାଇଥାଏ l ଏହି ପରିପ୍ରେକ୍ଷୀରେ ପାରାଦୀପ ବନ୍ଦର ପ୍ରାଧିକରଣ ପକ୍ଷରୁ ପାରାଦୀପ ବନ୍ଦର ଅଫିସର୍ସ!-->…