ଜଗତସିଂହପୁର ଜିଲ୍ଲା ଲୋକସଭା ସାଂସଦ ପାଇଁ ଇଂଞ୍ଜିନିୟର ଶ୍ୟାମସୁନ୍ଦର ସେଠୀ ଖୁବ ଆଗରେ
ଏରସମା : ଓଡ଼ିଶାରେ ବିଜେଡ଼ି ସୁପ୍ରିମ ନବୀନ ପଟ୍ଟନାୟକ ଯେମିତି ଗୋଟି ଚାଳନା କରି ପଚିଶ ବର୍ଷ ଶାସନ କରି ଆସୁଛନ୍ତି ତାହା ସମସ୍ତେ ହୃଦୟଙ୍ଗମ କରିଛନ୍ତି । ସେ ଚାହାନ୍ତି ଦଳରେ ନୂଆ ଏବଂ ଉଚ୍ଚ ଶିକ୍ଷା ପ୍ରାପ୍ତ ଯୁବକଙ୍କୁ ସାମିଲି କରି ଆସନ୍ତା ନିର୍ବାଚନରେ ପୁଣି କ୍ଷମତାକୁ ବିଜେଡ଼ି ଆସି!-->…