ବିଜବାବୁଙ୍କ ଜୟନ୍ତୀରେ ରକ୍ତଦାନ ଶିବିର
ଚମ୍ପୁଆ: ପ୍ରବାଦ ପୁରୁଷ ବିଜୁ ବାବୁଙ୍କ୧୦୫ତମ ଜନ୍ମ ଜୟନ୍ତୀ ଅବସରରେ ଚମ୍ପୁଆ ସଦର ମହକୁମାସ୍ଥ ସ୍ୱାଗତ ଗେଷ୍ଟ ହାଉସ ଅଡିଟରିୟମ ହଲରେ ଏକ ମେଗା ରକ୍ତଦାନ ରକ୍ତଦାନ ଶିବିର ଅନୁଷ୍ଟିତ ହୋଇ ଯାଇଛି । ରକ୍ତଦାନ ଶିବିରକୁ ବିଜୁ ଯୁବ ଓ ଛାତ୍ର ଜନତା ତରଫରୁ ଆୟୋଜନ କରାଯାଇ ଥିଲା ।ଓଡିଶା ମୋ!-->…