କାର ସହ ୨୬୦କିଲୋ ଗଞ୍ଜେଇ ଜବତ, ତିନି ଗିରଫ
ନବରଙ୍ଗପୁର: ନବରଙ୍ଗପୁର ସହର ଦେଇ ବିଭିନ୍ନ ରାଜ୍ୟକୁ ଗଞ୍ଜେଇ ଚାଲାଣ ନିତିଦିନିଆ ଘଟଣା ହୋଇଗଲାଣି ।ପୋଲିସର ବାରମ୍ବାର ଧରପଗଡ ଚାଲିଥିଲାବେଳେ ଗଞ୍ଜେଇ ଚୋରାଚାଲାଣ କାରି ମା‘ିଆଙ୍କର ଡର ଭୟ ନାହିାଁ ଗତ ୧୫ଦିନ ମଧ୍ୟରେ ନବରଙ୍ଗପୁର ଚାରି ଚାରିଟି ଗଞ୍ଜେଇ ମାମଲା କରିଥିବା ବେଳେ ରବିବାର!-->…