ମାଲ୍ୟବନ୍ତ ମହୋତ୍ସବ ପାଇଁ ଉଠିଲା ପାଣି
ମାଲକାନଗିରି : ଶଙ୍ଖର ଧ୍ୱନୀ, ପାରମ୍ପାରିକ ଆଦିବାସୀ ଲୋକ ନୃତ୍ୟ ଓ ହୁଳହୁଳି ନାଦରେ ଶୁଭାରମ୍ଭ ହେଲା ମାଲ୍ୟବନ୍ତ ମହୋତ୍ସବ, ଯଦୁଗୁଡା ଶୈବ ପୀଠରୁ ଉଠିଲା ପାଣି ବାଜିଲା ବିଗୁଲ। କଳଶ ଯାତ୍ରାରେ ଭାଗ ନେଲେ ହଜାର ହଜାର ସଂଖ୍ୟାରେ ଜିଲ୍ଲାବାସୀ। ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ!-->…