ଏଥର ନନ୍ଦିଗ୍ରାମରୁ ଲଢିବେ ମମତା

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନର୍ବାଚନକୁ ଦୃଷ୍ଟିରେ ରଖି ଶୁକ୍ରବାର ତୃଣମୂଳ କଂଗ୍ରେସ ୨୯୪ ବିଧାନସଭା ଆସନରୁ ୨୯୧ ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଦଳ କେବଳ ୨୯୧ ଆସନ ପାଇଁ ହିଁ ନିର୍ବାଚନ ଲଢିବ। ବାକି ୩ ଆସନରେ ସହଯୋଗୀ ନିର୍ବାଚନ ଲଢିବେ। ଶୁକ୍ରବାରକୁ ଟିଏମ୍‌ସସି…

ଦେଶରେ ଜଙ୍ଗଲ ଅଗ୍ନିକାଣ୍ଡରେ ପ୍ରଥମ ସ୍ଥାନରେ ଓଡିଶା

ଭୁବନେଶ୍ୱର: ଗତ ଫେବ୍ରୁଆରି ୨୨ରୁ ମାର୍ଚ ୧ ମଧ୍ୟରେ ଓଡ଼ିଶାରେ ଅନ୍ୟୂନ ୫,୨୯୧ଟି ଜଙ୍ଗଲରେ ଅଗ୍ନିକାଣ୍ଡ ଘଟିଥିବା ‘ଫରେଷ୍ଟ୍ ସର୍ଭିସ୍ ଅଫ୍ ଇଣ୍ଡିଆ’ (ଏଫ୍ଏସ୍ଆଇ) ରିପୋର୍ଟରୁ ଜଣାଯାଇଛି । ଏହି ସମୟ ଅବଧି ମଧ୍ୟରେ ଦେଶରେ ଘଟିଥିବା ବନାଗ୍ନିକାଣ୍ଡ ମଧ୍ୟରେ ଓଡ଼ିଶାର ଜଙ୍ଗଲ ଅଗ୍ନିକାଣ୍ଡ…

ସିଲ୍ ହେଲା ବରମୁଣ୍ଡା ପେଟ୍ରୋଲ ପମ୍ପ

ଭୁବନେଶ୍ୱର: ପେଟ୍ରୋଲ ଅପମିଶ୍ରଣ ଯୋଗୁଁ ବରମୁଣ୍ଡା ଏଚପି ପେଟ୍ରୋଲ ପମ୍ପକୁ ଆଜି କମିଶନରେଟ ପୋଲିସ୍ ସିଲ୍ କରିଦେଇଛି । ପେଟ୍ରୋଲ ଓ ଡିଜେଲରେ ପାଣି ମିଶା ଯାଉଥିବା ଅଭିଯୋଗ ହେବା ପରେ ଏହି ପେଟ୍ରୋଲ ପମ୍ପଙ୍କୁ ଖଣ୍ଡଗିରି ପୋଲିସ୍ ସିଲ୍ କରିଦେଇଛି । ଗତକାଲି ଏହାକୁ ନେଇ ପ୍ରବଳ ହଙ୍ଗାମା…

ପୁଣି ବଢିଲା ବସ୍ ଭଡା ୫ପଇସାରୁ ୧୫ ପଇସା

ଭୁବନେଶ୍ୱର : ଡିଜେଲର କ୍ରମାଗତ ମୁଲ୍ୟ ବୃଦ୍ଧି ଯୋଗୁଁ ଆଜି ରାଜ୍ୟରେ ପୁଣି ବସ୍ ଭଡା କି.ମି ପିଛା ୫ପଇସାରୁ ୧୫ ପଇସା ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ସାଧାରଣ ଓ ଏକ୍ସପ୍ରେସ ଭଡା କି.ମି ପିଛା ୫ପଇସା ବୃଦ୍ଧି ପାଇଥିଲା ବେେଳେ ଡିଲକ୍ସ ଓ ଏସି ଡିଲକ୍ସ ବସ୍ ଭଡା ୧୦ ପଇସା ଏବଂ ସୁପର…

ସ୍ୱଦେଶୀ କରୋନା ଟିକା କୋଭାକ୍ସିନ ୮୧ % ଫଳପ୍ରଦ

ନୂଆଦିଲ୍ଲୀ: ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍ଆର) ଏବଂ ଭାରତ ବାୟୋଟେକ୍ ଇଣ୍ଟରନ୍ୟାସନାଲ ଲିମିଟେଡ (ବିବିଆଇଏଲ୍)ର ମିଳିତ ସହଯୋଗରେ ବିକଶିତ କୋଭାକ୍ସିନ ଟିକାର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷଣରୁ ଅତି ଉତ୍ତମ ସଫଳତା ମିଳିଛି । ଏହା କୋଭିଡ୍-୧୯ ନିରାକରଣ କ୍ଷେତ୍ରରେ ୮୧ ଶତାଂଶ…

ଗୋଖାଦ୍ୟ ଭରା ଟ୍ରକ୍ ଓଲଟି ଡ୍ରାଇଭର ମୃତ୍ୟୁ

ଜଟଣୀ: ଜଟଣୀଥାନା ପାଣ୍ଡିଆବିଲି ଓ ବୁଢ଼ାଙ୍ଗରା ଗ୍ରାମକୁ ଯିବା ପାଇଁ ଥିବା ଅସ୍ଥାୟୀ ମାଟିରାସ୍ତାରେ ଏକ ୪୦୭ ଟ୍ରକ୍ ଓଲଟି ପଡ଼ିବାରୁ ଏହାର ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି । ମୃତ ଡ୍ରାଇଭରଙ୍କ ନାମ ଦିବାକର ପରିଡ଼ା(୩୩) । ଡେଲାଙ୍ଗ ବ୍ଲକ ଶ୍ରୀପତିପୁର ଗ୍ରାମରେ ତାଙ୍କ ଘର । ହେଲ୍ପର ପ୍ରମୋଦ…

କେନ୍ଦ୍ରାପଡ଼ାରେ ପ୍ରତିଷ୍ଠା ହେବ ଷ୍ଟିଲ ପ୍ଲାଣ୍ଟ

ଭୁବନେଶ୍ଵର: କେନ୍ଦ୍ରାପଡ଼ାରେ ପ୍ରତିଷ୍ଠା ହେବ ଷ୍ଟିଲ୍‌ ପ୍ଲାଣ୍ଟ। ଭାରତର ପ୍ରତିଷ୍ଠିତ ଷ୍ଟିଲ୍‌ କମ୍ପାନୀ ଆର୍ସେଲର ମିତ୍ତଲ ନିପନ୍‌ ପକ୍ଷରୁ ଏହି ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ। ଗୁରୁବାର ଏ ନେଇ ରାଜ୍ୟ ସରକାର ଏବଂ ଆର୍ସେଲର ମିତ୍ତଲ ନିପନ ମଧ୍ୟରେ ଚୁକ୍ତି ହୋଇଯାଇଛି। ମୁଖ୍ୟମନ୍ତ୍ରୀ…

ଦିନ ଦ୍ଵି-ପହରରେ ଚୋରି।

ନବରଙ୍ଗପୁର : ଦିନ ଦ୍ଵି-ପହରରେ ଚୋରି। ଘରେ କେହି ନଥିବା ସୁଯୋଗ ନେଇ ତାଲା ଭାଙ୍ଗି ଘରେ ପଶି କଳାକନା ବୁଲେଇଲେ ଚୋର। ଏକ କାଳୀନ ଆଖ ପାଖରେ ଥିବା ଦୁଇଟି ଘରେ ପଶି ସୁନା ଗହଣା, ନଗଦ ଟଙ୍କା ଲୁଟିନେଲେ। ୧୯ ମିନିଟରେ ସଫା କରିଦେଲେ ଘରକୁ। ଘଟଣା ଘଟିଛି ନବରଙ୍ଗପୁର ସହର ସ୍ଥିତ ଆଶ୍ରିବାଦ…

ଏଣିକି ୨୪ଘଣ୍ଟା ଟିକାକରଣ

ନୂଆଦିଲ୍ଲୀ: ଏଣିକି ସରକାରୀ ଓ ଘରୋଇ ହସ୍ପିଟାଲଗୁଡିକରେ ଦିନ ଓ ରାତି ୨୪ଘଣ୍ଟା କରୋନା ଟିକାକରଣ ପ୍ରକ୍ରିୟା ଚାଲିବ। ହିତାଧିକାରୀମାନେ ନିଜ ସୁବିଧା ଅନୁଯାୟୀ ହସ୍ପିଟାଲକୁ ଆସି ଟିକା ନେଇପାରିବେ। ଏ ସମ୍ପର୍କରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ବୁଧବାର ଟୁଇଟ୍‌ କରି…

କୁଆଖାଇ ପୁରୁଣା ସେତୁରେ ଗାଡି ଚଳାଚଳ ବନ୍ଦ

ଭୁବନେଶ୍ୱର : ୧୬ ନମ୍ବର ଜାତୀୟ ରାଜପଥର ଭୁବନେଶ୍ୱର ଉପକଣ୍ଠରେ ଥିବା କୁଆଖାଇ ପୁରୁଣା ସେତୁରେ ଗାଡି ଚଳାଚଳ ଗୁରୁବାର ଠାରୁ ବନ୍ଦ। ଏନେଇ ୨ ତାରିଖ ଗାଡ଼ି ଚଳାଚଳ ବନ୍ଦ ରଖିବାକୁ କୁହାଯାଇଥିଲେ ମଧ୍ୟ ତାହା ଆଜି ଠାରୁ କାର୍ଯ୍ୟକାରୀ ହୋଇଛି। ସେତୁ ଦୁର୍ବଳ ଥିବା ନେଇ ଜାତୀୟ ରାଜପଥ…