କାର୍ଯ୍ୟ ତଦାରଖ ପାଇଁ ୧୦ ଜିଲାରେ ୧୦ ବରିଷ୍ଠ ଅଧିକାରୀ ନିଯୁକ୍ତ
ଭୁବନେଶ୍ବର: ୧୦ ଆକାଂକ୍ଷୀ ଜିଲ୍ଲା ପାଇଁ ମଙ୍ଗଳବାର ୧୦ ବରିଷ୍ଠ ଅଧିକାରୀ ନିଯୁକ୍ତ ହୋଇଛନ୍ତି। ୩ ମାସ ପାଇଁ ଜିଲ୍ଲା ଦାୟିତ୍ବରେ ରହିବେ ଏହି ୧୦ ସଚିବସ୍ତରୀୟ ବରିଷ୍ଠ ଅଧିକାରୀ। ଏହି ଅଧିକାରୀମାନେ ଶିକ୍ଷା, ସ୍ବାସ୍ଥ୍ୟ, କୃଷି ଓ ଜଳସେଚନର ସମୀକ୍ଷା କରିବେ।
ମିଳିଥିବା ସୂଚନା ମୁତାବକ,!-->!-->!-->…