ଶନି ଓ ରବିବାର ଟିକାକରଣ ବନ୍ଦ
ନୂଆଦିଲ୍ଲୀ : ଫେବୃଆରୀ ୨୭ (ଶନିବାର) ଓ ୨୮ ତାରିଖ (ରବିବାର) ଦୁଇଦିନ ପାଇଁ ଦେଶରେ କରୋନା ଟିକାକରଣ ଅଭିଯାନକୁ ବନ୍ଦ ରଖାଯିବ। କୋ-ୱିନ ଡିଜିଟାଲ ପ୍ଲାଟଫର୍ମକୁ କୋ-ୱିନ ୧.୦ରୁ କୋ-ୱିନ ୨.୦କୁ ଅପଗ୍ରେଡେସନ ଲାଗି ଆଇଟି ସିଷ୍ଟମ୍ ଟ୍ରାଞ୍ଜିସନ କରାଯିବାକୁ ଥିବାରୁ ଏହି ଦୁଇଦିନ ଟିକାକରଣ!-->…