ଭାରତ-ଇଂଲଣ୍ଡ୍ ଟେଷ୍ଟ୍ : ପ୍ରଥମ ଇନିଙ୍ଗ୍ସ୍ରେ ୩୩୭ ରନ୍ କରି ଭାରତର ସମସ୍ତ ଖେଳାଳି ଆଉଟ୍
ନୂଆଦିଲ୍ଲୀ: ସମ୍ପ୍ରତି ଚେନ୍ନାଇର ‘ଏମ୍ଏ ଚିଦମ୍ବରମ୍ ଷ୍ଟାଡିୟମ୍ରେ ଭାରତ-ଇଂଲଣ୍ଡ୍ ମଧ୍ୟରେ ଚାଲିଥିବା ଟେଷ୍ଟ୍ କ୍ରିକେଟ୍ ମ୍ୟାଚ୍ର ୪ର୍ଥ ଦିନରେ ଭାରତୀୟ କ୍ରିକେଟ୍ ଟିମ୍ ୩୩୭ ରନ୍ କରି ଅଲ୍ଆଉଟ୍ ହୋଇଯାଇଛି । ୨୫୭ ରନ୍ରେ ୬ ଓ୍ଵିକେଟ୍ ହରାଇଥିବା ଭାରତ ଆଜି ଖେଳ ଆରମ୍ଭ!-->…