ଆଠଗଡ଼ ମିଡିଆ ହାଉସ ପକ୍ଷରୁ ପଖାଳ ଦିବସରେ ବନ୍ଧୁ ମିଳନ
ଆଠଗଡ : ଓଡ଼ିଆ ପାରମ୍ପାରିକ ଖାଦ୍ୟ ପଖାଳ ଦିବସରେ ଆଠଗଡ଼ ମିଡିଆ ହାଉସ ପକ୍ଷରୁ ଖୁଣ୍ଟୁଣୀ ସ୍ଥିତ ହୋଟେଲ ମିଲନ ଫାମିଲି ରେଷ୍ଟୁରାଣ୍ଟ ଠାରେ ପଖାଳ ଦିବସ ପାଳିତ ହୋଇ ଯାଇଛି । ମିଡିଆ ହାଉସ ସଭାପତି ସଚ୍ଚିଦାନନ୍ଦ ପଣ୍ଡା, ଉପସଭାପତି ବିଜୟ କୁମାର ନାୟକ, କାର୍ଯ୍ୟକାରୀ ସଭାପତି ସ୍ୱରାଜ!-->…