ପଲ୍‍ସ ପୋଲିସ ଅଭିଯାନ-୨୦୨୧ : ଆଜିଠାରୁ ଘରକୁ ଘର ଯାଇ ପିଲାଙ୍କୁ ଦିଆଯିବ ପୋଲିଓ ବୁନ୍ଦା

ନୂଆଦିଲ୍ଲୀ ;  ଦେଶରେ ରବିବାରଠାରୁ ପଲ୍‍ସ ପୋଲିସ ଅଭିଯାନ ୨୦୨୧ ଆରମ୍ଭ ହୋଇଛି। ଗତକାଲି ପ୍ରଥମ ଦିନରେ ୮୯ ଲକ୍ଷ ଶିଶୁଙ୍କୁ ପୋଲିଓ ବୁନ୍ଦା ଦିଆଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ ଦିଆଯାଇଥିବା ସୂଚନା ଅନୁସାରେ ଦେଶର ୭ଲକ୍ଷ ବୁଥରେ ପୋଲିଓ ବୁନ୍ଦା ପ୍ରଦାନ କରାଯାଇଛି।

କିମ୍‌ଙ୍କ ସ୍ତ୍ରୀ ଗାଏବ୍‌

ନୂଆଦିଲ୍ଲୀ: ଗାଏବ ହୋଇଯାଇଛନ୍ତି ଉତ୍ତର କୋରିଆ ଶାସକ କିମ‌-ଜଙ୍ଗ-ଉନ୍ ଙ୍କ ସ୍ତ୍ରୀ । ରି-ସୋଲ-ଜୁ ବର୍ଷେରୁ ଅଧିକ ଦିନ ହେବ ନଜର ଆସୁନାହାନ୍ତି। ୨୦୨୦ ଜାନୁଆରୀ ୨୫ ତାରିଖରେ ରି-ସୋଲ-ଜୁଙ୍କୁ ସ୍ୱାମୀ କିମଙ୍କ ସହ ପ୍ୟୋଙ୍ଗୟାଙ୍ଗରେ ନୂଆବର୍ଷ ପାଳନ କରୁଥିବା ଅବସରେ ଦେଖିବାକୁ ମିଳିଥିଲା।

୭୫ ବର୍ଷ ବୟସରୁ ଅଧିକ ବୟସ୍କ ନାଗରିକଙ୍କ ପାଇଁ ଆୟକର ଛାଡ

ନୂଆଦିଲ୍ଲୀ : ଚଳିତ ବଜେଟରେ ୭୫ ବର୍ଷ ବୟସରୁ ଅଧିକ ବୟସ୍କ ନାଗରିକମାନଙ୍କୁ ଆଉ ଆୟକର ଦାଖଲ କରିବାକୁ ପଡିବ ନାହିଁ। ଆୟକର ବିବାଦର ଅନ୍ତ ଘଟାଇବା ପାଇଁ ଏକ କମିଟି ଗଠନ କରାଯିବ, ଏକ ଫେସଲେସ କମିଟି ଗଠନ କରାଯିବ। ଅନ୍ୟ ପକ୍ଷରେ ୭୫ ବର୍ଷରୁ ଅଧିକ ପେନସନଭୋଗୀଙ୍କ ପାଇଁ ଟିକସ ଛାଡ

ବଜେଟ ୨୦୨୧-୨୨ ; କ’ଣ ଶସ୍ତା, କ’ଣ ମହଙ୍ଗା

ନୂଆଦିଲ୍ଲୀ : ସଂସଦରେ ଚଳିତ ବର୍ଷର ସାଧାରଣ ବଜେଟକୁ ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ ଉପସ୍ଥାପନା କରିଛନ୍ତି। ପ୍ରଥମଥର ପାଇଁ ୨୦୨୧-୨୨ ବଜେଟ ପେପରଲେସ ଭାବେ ଉପସ୍ଥାପନ କରାଯାଇଛି। ବଜେଟରେ ବିଭିନ୍ନ କ୍ଷେତ୍ର ପାଇଁ ବ୍ୟାପକ ପ୍ୟାକେଜ ମଧ୍ୟ ଘୋଷଣା ହୋଇଛି। ତେବେ ଚଳିତ ବର୍ଷ ବଜେଟରେ କ’ଣ

ବଜେଟ-୨୦୨୧-୨୨ : ମେଗା-ଜାତୀୟ ରାଜପଥ ପ୍ରକଳ୍ପ

ନୂଆଦିଲ୍ଲୀ :  ୨୦୨୧-୨୨ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମେଗା-ଜାତୀୟ ରାଜପଥ ପ୍ରକଳ୍ପ ସଂପର୍କରେ ଘୋଷଣା କରିଛନ୍ତି। ତାମିଲନାଡୁ, ପଶ୍ଚିମବଙ୍ଗ, ଆସାମ ଏବଂ କେରଳରେ ମେଗା ଜାତୀୟ ରାଜପଥ ପ୍ରକଳ୍ପ ଘୋଷଣା କରାଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ତାମିଲନାଡୁରେ

ସେନା ଉପମୁଖ୍ୟ ଭାବେ ଆଜି ଦାୟିତ୍ୱ ଗ୍ରହଣ କରିବେ ଓଡ଼ିଆ ଲେଫ୍ଟନାଂଟ ଜେନେରାଲ ଚଣ୍ଡିପ୍ରସାଦ ମହାନ୍ତି

ଭୁବନେଶ୍ୱର: ଓଡ଼ିଆ ଅଫିସର ଲେଫ୍ଟନାଂଟ ଜେନେରାଲ ଚଣ୍ଡିପ୍ରସାଦ ମହାନ୍ତି ଆଜି ସେନା ଉପମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବେ । ସେ ହେବେ ଦେଶର ୪୨ତମ ସେନା ଉପମୁଖ୍ୟ । ୧୯୮୨ ମସିହାରେ ରେଜିମେଂଟର ଦ୍ୱିତୀୟ ଲେଫ୍ଟନାଂଟ ଭାବେ ଶ୍ରୀ ମହାନ୍ତି ଯୋଗ ଦେଇଥିଲେ । ନିଜର ୩୮ ବର୍ଷର କ୍ୟାରିୟର

ଝିଅର ଫଟୋ ସେୟାର କଲେ ଅନୁଷ୍କା

ମୁମ୍ବାଇ: କିଛି ଦିନ ପୂର୍ବେ ମା’ ହୋଇଥିବା ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ନିଜ ଝିଅର ପ୍ରଥମ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଫଟୋରେ ବିରାଟ ଓ ଅନୁଷ୍କର ଝିଅକୁ ଧରିଥିବା ବେଳେ ବେଶ୍ ଖୁସି ନଜିର ଆସିଛନ୍ତି । ଫଟୋ ସେୟାର କରି ଅନୁ୍ଷ୍କା ଝିଅର ନାଁ ‘ଭମିକା’ ରଖିଥିବା

କଟକ ତୁଳସୀପୁରର ସନ୍ ହସ୍ପିଟାଲରେ ବଡ଼ ଧରଣର ଅଗ୍ନିକାଣ୍ଡ

କଟକ : କଟକ ତୁଳସୀପୁରର ଏକ ହସ୍ପିଟାଲରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ତୁଳସୀପୁରର ସନ୍ ହସ୍ପିଟାଲରେ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି। ସନ୍ ହସ୍ପିଟାଲରେ ୪ର୍ଥ ମହଲାରେ ଥିବା କ୍ୟାଣ୍ଟିନରେ ନିଆଁ ଲାଗିଥିବା ସୂଚନା ମିଳିଛି। ତେବେ ମୃତାହତ ସଂପର୍କରେ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ

ସ୍ଥାପନ ହେବ ୧୦୦ଟି ନୂଆ ସୈନିକ ସ୍କୁଲ

ନୂଆଦିଲ୍ଲୀ: ଚଳିତ ସାଧାରଣ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶିକ୍ଷା କ୍ଷେତ୍ରରେ ବ୍ୟାକପ ବିକାଶ ପାଇଁ ଘୋଷଣା କରିଛନ୍ତି । ଏଥିରେ ୧୦୦ଟି ନୂତନ ସୈନିକ ସ୍କୁଲ ପ୍ରତିÂା ସଂପର୍କରେ ଘୋଷଣା କରିଛନ୍ତି ଜାତୀୟ ଶିକ୍ଷା ନୀତିକୁ ସେ ହୃଦୟ ସହିତ ଗ୍ରହଣ କରିଛନ୍ତି ବୋଲି କହିଛନ୍ତି

ଉପଭୋକ୍ତା ସ୍ଥିର କରିବେ କେଉଁଠୁ ଆଣିବେ ବିଦ୍ୟୁତ୍

ନୂଆଦିଲ୍ଲୀ: ସଂସଦରେ ଚାଲିଛି ବଜେଟ ଉପସ୍ଥାପନ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତ ସାଧାରଣ ବଜେଟ-୨୦୨୧-୨୨ ଉପସ୍ଥାପନ କରୁଛନ୍ତି। ତେବେ ଚଳିତ ବଜେଟରେ ଶକ୍ତି କ୍ଷେତ୍ରରେ ବଡ ସଂସ୍କାର ଆଣିବାକୁ ଘୋଷଣା ହୋଇଛି। ତେବେ ଆଉ କ’ଣ ସବୁ ଘୋଷଣା ହୋଇଛି ଜାଣନ୍ତୁ। ହାଇଡ୍ରୋଜେନ୍