୩୦ କେଜି ଗଂଜେଇ ଜବତ, ୨ ଗିରଫ
ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପୋଲିସ ରାତ୍ରରେ ଏକ ଅଟୋରେ ଗଂଜେଇ ଚାଲାଣ ହେଉଥିବା କୌଣସି ପ୍ରକାର ଖବର ପାଇ ସରୁକୁଇ ଘାଟିରେ ତନଖୀ ବେଳେ ଉକ୍ତ ଅଟୋରୁ ୩୦ କେଜି ଗଂଜେଇ ଜବତ କରିବା ସହିତ ଏହି ଘଟଣାରେ ୨ ଜଣକୁ ଗିରଫ କରିଛି । ଗିରଫ ୨ ଜଣ ହେଲେ ଆକାସ ନାୟକ ଓ ବଚନ ସାହାଣୀ । ବଚନର!-->…