ରାୟଗଡ ଜିଲ୍ଲା ବିଜେପିର ନୂତନ କର୍ମକର୍ତା ଘୋଷଣା
ରାୟଗଡ- ରାୟଗଡା ଜିଲ୍ଲା ବିଜେପି ଟିମ ଘୋଷଣା ହୋଇଛି । ରାଜ୍ୟ ସଭାପତିଙ୍କ ଅନୁମୋଦନ ପରେ ଆଜି ଜିଲ୍ଲା ସଭାପତି ଶିବ ପଟ୍ଟନାୟକ ନୂତନ କାର୍ଯ୍ୟକର୍ତାଙ୍କ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଘୋଷଣା କରିଛନ୍ତି । ନୂତନ ଟିମରେ ୮ ଜଣ ଉପ-ସଭାପତି, ୩ ଜଣ ସାଧାରଣ ସଂପାଦକ ଓ ୮ ଜଣ ସଂପାଦକଙ୍କ ନାମ!-->…