ଚମ୍ପୁଆ ଚକ୍ଷୁ ଚିକିତ୍ସାଳୟ ବନ୍ଦ !

ଚମ୍ପୁଆ: ସରକାରୀ ହାକ୍ତରଖାନାରେ ରୋଗୀଙ୍କୁ ସଂପୂର୍ଣ୍ଣ ମାଗଣା ଚିକିତ୍ସା ସାଙ୍ଗକୁ ମାଗଣା ଔଷଧ,ବିଭିନ୍ନ ରୋଗର ମାଗଣା ପରିକ୍ଷାର ମଧ୍ୟ ସୁବନେ୍ଦାବସ୍ତ କରିଛନ୍ତି ।ଜଣେ ହେଲେ ରୋଗୀ ଯେପରି ସେବାରୁ ବଂଚିତ ନହେବ ଏହା ହିଁ ସରକାରଙ୍କ ମୁଖ୍ୟ ଉଦେଶ୍ୟ ରହିଛିା କିÿିନ୍ତୁ ଆଶ୍ଚର୍ଯ୍ୟର ବିଷୟ…

ଲିଙ୍ଗରାଜଙ୍କ ସେବାୟତଙ୍କୁ ମାଗଣା କୋଭିଡ଼୍ ଟିକା ଦାବି

ଭୁବନେଶ୍ୱର : ଏକାମ୍ର କ୍ଷେତ୍ରରେ ୧୯୯୪ମସିହାରେ ଗଠିତ ଦିର୍ଘଦିନର ବ୍ୟବଧାନ ପରେ ଲିଙ୍ଗରାଜ ସେନା ପୁର୍ନଗଠିତ ହୋଇଛି । ଲିଙ୍ଗରାଜ ମହାପ୍ରଭୁଙ୍କ ମନ୍ଦିର ସମସ୍ୟା, ସେବାୟତଙ୍କ ସମସ୍ୟା, ଯାନିଯାତ୍ରାରେ ଉପୁଜୁଥିବା ସମସ୍ୟା ଓ ସ୍ଥାନୀୟ ସମସ୍ୟାକୁ ସମାଧାନ ପାଇଁ ଏହା କାର୍ଯ୍ୟ କରିବ ।…

ଯାଜପୁର ଜିଲ୍ଲା ପରିଷଦର ସ୍ୱତନ୍ତ୍ର ବୈଠକ

ଯାଜପୁର : ଯାଜପୁର ଠାରେ ୫ମ ଜିଲ୍ଲା ପରିଷଦର ଦ୍ୱାଦଶ ସ୍ୱତନ୍ତ୍ର ବୈଠକ ସ୍ଥାନୀୟ ଗୈାତମ ବୁଦ୍ଧ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଚ୍ଥି । ଏହି ସ୍ୱତନ୍ତ୍ର ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନରେଶ ଚନ୍ଦ୍ର ମହାନ୍ତି ଅଧ୍ୟକ୍ଷତା କରି କହିଲେ ଯେ, ଜିଲ୍ଲାରେ ୧୦ ଗୋଟି ବ୍ଳ୍କରେ…

ସିଙ୍ଘୁରେ ଖଣ୍ଡଯୁଦ୍ଧ : ଭଙ୍ଗାରୁଜା

ନୂଆଦିଲ୍ଲୀ: ପୁଣି ଥରେ ସିଙ୍ଘୁ ଅଶାନ୍ତ ହୋଇ ପଡିଛି । ଆନେ୍ଦାଳନକାରୀଙ୍କୁ ବିରୋଦ୍ଧ କରି ସ୍ଥାନୀୟ ଲୋକେ ଟେକାମାଡ କରିବା ଯୋଗୁଁ ରଣ କ୍ଷେତ୍ର ପାଲଟିଥିଲା । ତେବେ ଉତ୍ୟକ୍ତ ଲୋକଙ୍କୁ ଘଉଡାଇବା ଲାଗି ପୋଲିସ ପ୍ରଥମେ ଲୁହ ବୁହା ଗ୍ୟାସ ପ୍ରୟକ କରି ବିଫଳହେବା ପରେ ଲାଠି ମାଡ କରିଥିଲା ।…

ଟିକାକରଣରେ ପ୍ରଥମ ସ୍ଥାନରେ ଓଡ଼ିଶା

ଭୁବନେଶ୍ବର :  ଟିକାକରଣରେ ଓଡ଼ିଶା  ପ୍ରଥମ ସ୍ଥାନରେ  ରହିଛି। କାରଣ ପ୍ରଥମ ସ୍ଥାନରେ ଥିବା ଳାକ୍ଷାଦ୍ବୀପ କେନ୍ଦ୍ର ଶାସିତ ଅଂଚଳ। ତେଣୁ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ଭଲରେ ଅଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ କହିଛନ୍ତି। ପ୍ରଥମ ଯେଉଁ…

ଆସିଲା ଚଳିତ ବର୍ଷର ଅର୍ଥନୀତିକ ସର୍ଭେ ରିପୋର୍ଟ

ନୂଆଦିଲ୍ଲୀ: ପୂର୍ଣ୍ଣାଙ୍ଗ ବଜେଟ୍‌ ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ଚଳିତ ବର୍ଷର ଅର୍ଥନୀତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି। କରୋନା ସଙ୍କଟ ଯୋଗୁ ଦେଶର ଅର୍ଥନୀତି କେମିତି ପ୍ରଭାବିତ ହୋଇଛି, ତା’ହା ଏହି ସର୍ଭେକ୍ଷଣ ରିପୋର୍ଟରୁ ସ୍ପଷ୍ଟ ହୋଇଯାଇଛି।…

ଆମ ଶିକ୍ଷାବିତ୍‌ କେଡ଼େ ଅସହାୟ ସତରେ !

ବିଶ୍ୱବିଦ୍ୟାଳୟ ନିଶ୍ଚିତ ଭାବରେ ସରକାରଙ୍କ ନିୟନ୍ତ୍ରଣରେ ରହିବା ଉଚିତ ନୁହେଁ। କୁଳପତି (vc)ସରକାରଙ୍କ ପ୍ରତିନିଧି ହେବା ଉଚିତ୍‍ ନୁହେଁ। ବିଶ୍ୱବିଦ୍ୟାଳୟ ସରକାରଙ୍କର ଏକ ବିଭାଗ ହେବା ଉଚିତ ନୁହେଁ।ଯେତେବେଳେ ଓଡ଼ିଶା ବିଶ୍ୱବିଦ୍ୟାଳୟ ବିଲ୍‍ (ou Bill-1942)ତତ୍କାଳୀନ ଶିକ୍ଷାମନ୍ତ୍ରୀ…

୯ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ସରକାର

ଭୁବନେଶ୍ୱର: ଦୁର୍ନୀତି ବିରୋଧରେ ପୁଣି କଠୋର ହେଲେ ରାଜ୍ୟ ସରକାର। ଦୁର୍ନୀତି ଓ ଅପରାଗତା ପାଇଁ ଆଉ ୯ ଜଣ ଅଫିସରଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି। ୯ ଜଣଙ୍କ ମଧ୍ୟରୁ ୭ ଜଣଙ୍କ ବିରୋଧରେ ଦୁର୍ନୀତି ମାମଲା ରହିଛି। ଅନ୍ୟ ୨ ଅଧିକାରୀଙ୍କୁ ଅପାରଗତା ଯୋଗୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। …

ସମୁଦ୍ରରେ ଗାଧୋଉଥିବା ବେଳେ ଭାସିଗଲେ ୭ ପର୍ଯ୍ୟଟକ; ୬ ଉଦ୍ଧାର, ଜଣେ ନିିଖୋଜ

ପୁରୀ: ପୁରୀ ସମୁଦ୍ରରେ ଗାଧୋଉଥିବା ବେଳେ ଭାସିଯାଇଥିବା ୭ ପର୍ଯ୍ୟଟକଙ୍କ ମଧ୍ୟରୁ ୬ଜଣଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଥିବା ଜଣା ପଡ଼ିଛି। ତେବେ ଜଣେ ଏପର୍ଯ୍ୟନ୍ତ ନିଖୋଜ ଅଛନ୍ତି। ନିଖୋଜ ବ୍ୟକ୍ତି ଜଣଙ୍କ ନାଁ ଦୀପକ କୁମାର। ତାଙ୍କୁ ଖୋଜିବାକୁ ଉଦ୍ଧାର କାର୍ଯ୍ୟ…

ଟାଟା ସୁପରସ୍ପେସିଆଲିଷ୍ଟ ହସ୍ପିଟାଲ କାର୍ଯ୍ୟକ୍ଷମ ନେଇ ଅନିଶ୍ଚିତତା

ଗୋପାଳପୁର: ବ୍ରହ୍ମପୁର ସହର ଉପକଣ୍ଠ ଶୀତଳାପଲ୍ଲୀ ଠାରେ ଟାଟା କମ୍ପାନୀ ପକ୍ଷରୁ ନିର୍ମିତ ହୋଇଥିବା ଟାଟା-ମେଡିକୋ ସୁପରସ୍ପେସିଆଲିଷ୍ଟ ହସ୍ପିଟାଲ ଆସନ୍ତା ଏପ୍ରିଲ ମାସ ସୁଦ୍ଧା କାର୍ଯ୍ୟକ୍ଷମ ହେବା ଉଜ୍ଜବୀତ ହୋଇଥିବା ବେଳେ ଦକ୍ଷିଣ ଓଡ଼ିଶାର ଲୋକମାନେ ଉଚ୍ଚ ମାନର ଡାକ୍ତରୀ ସୁବିଧା ପାଇ…