ରାଜ୍ୟରେ ୧୪୩୨ ଗାଁ ବାଲ୍ୟବିବାହ ମୁକ୍ତ
ଭୁବନେଶ୍ବର : ବାଲ୍ୟବିବାହ ପରି କୁତ୍ସିତ ପ୍ରଥା ସମାଜରୁ ସମ୍ପୂର୍ଣ୍ଣ ହଟି ନାହିଁ। ତଥାପି ଏ ଦିଗରେ ସରକାରୀ ସ୍ତରରେ ସଚେତନତା ଅଭିଯାନ ଜାରି ରହିଛି। ୨୦୨୧ ଜାନୁଆରୀ ସୁଦ୍ଧା ରାଜ୍ୟରେ ୧୪୩୨ଟି ଗାଁ ବାଲ୍ୟ ବିବାହ ମୁକ୍ତ ଘୋଷଣା ହୋଇଛି। ଦାରିଦ୍ର୍ୟ ଓ ଅଶିକ୍ଷା ଯୋଗୁଁ ମାଲକାନଗିରି,!-->…