ଭାରତ ସହ ସମ୍ପର୍କ ଆହୁରି ଦୃଢ଼ ହେବ: ନୂଆ ପ୍ରତିରକ୍ଷା ମନ୍ତ୍ରୀ
ୱାଶିଂଟନ: ଆମେରିକା ନୂଆ ରାଷ୍ଟ୍ରପତି ଜୋ ବାଇଡେନଙ୍କ କ୍ୟାବିନେଟରେ ପ୍ରତିରକ୍ଷା ମନ୍ତ୍ରୀ ଭାବେ ସ୍ଥାନ ପାଇଛନ୍ତି ଲୋଏଡ ଅଷ୍ଟିନ। ପ୍ରତିରକ୍ଷା ମନ୍ତ୍ରୀ ଭାବେ ମନୋନୀତ ହେବା ପରେ ଅଷ୍ଟିନ ତାଙ୍କ ଦଳୀୟ ସାଂସଦଙ୍କୁ କହିଛନ୍ତି ଯେ ଆଗାମୀ ଦିନରେ ଭାରତ-ଆମେରିକା ପ୍ରତିରକ୍ଷା ସମ୍ପର୍କ ଆହୁରି!-->…