ଘରେ କିପରି ତିଆରି ହେବ କୋଭିଡ ଭ୍ୟାକ୍ସିନ ? ୨୦୨୦ରେ ଗୁଗଲରେ ଏହାକୁ ସବୁଠୁ ଅଧିକ ସର୍ଚ୍ଚ କରିଛନ୍ତି ଭାରତୀୟ
ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁ ୨୦୨୦ ଭୟ ଓ ଆତଙ୍କର ବର୍ଷ ଥିଲା। ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଦେଶବାସୀଙ୍କୁ ଚିନ୍ତାରେ ପକାଇଥିଲା। ସମସ୍ତେ କରୋନା ଟିକାକୁ ଅପେକ୍ଷା କରି ରହିଥିଲେ। ଏହାକୁ ଦୃଷ୍ଟିରେ ରଖି ଅଧିକାଂଶ ଭାରତୀୟ ଘରେ କିପରି କରୋନା ଟିକା ତିଆରି ହେବ ତାହା!-->…