ଓଲଟିଲା ପିକ୍‌ନିକ୍‌ ବସ୍ : ୧ମୃତ,୧୨ ଆହତ

ମୋହନା : ଗଜପତି ଜିଲ୍ଲା ମୋହନାରେ ଏକ ପିକ୍‌ନିକ୍‌ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ୩୨୬ନମ୍ବର ଜାତୀୟ ରାଜପଥରେ ପ୍ରବଳ କୁହୁଡି ଯୋଗୁଁ ଏହି ଦୁର୍ଟଘଣା ଘଟିଥିବା କୁହାଯାଉଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ  ୧୨ଜଣ ଆହତ ହୋଇଛନ୍ତି। ଗଜପତି-ରାୟଗଡ଼ା ସୀମା ଡୁମ୍ବଲାପଦର ବୁଲାଣି ପାଖରେ…

ଆଜିଠାରୁ ୩୦ ଦିନ – ସଡକ ସୁରକ୍ଷା, ଜୀବନ ରକ୍ଷା

ଆଜିଠାରୁ ସାରା ଦେଶରେ ଜାତୀୟ ସଡ଼କ ସୁରକ୍ଷା ମାସ ଆରମ୍ଭ ହେଉଛି। ସଡ଼କ ସୁରକ୍ଷା ଦିଗରେ ସଚେତନତା ସୃଷ୍ଟି କରିବା ଏବଂ ଦେଶରେ ସଡ଼କ ଦୁର୍ଘଟଣାକୁ ହ୍ରାସ କରିବା ଉଦ୍ଦେଶ୍ୟରେ ଆଜି ବିଜ୍ଞାନ ଭବନରେ ଏହି ମହୋତ୍ସବକୁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ କେନ୍ଦ୍ର ସଡ଼କ ପରିବହନ…

ଆଇପିଏଲ୍‌ ନିଲାମ : ଫେବ୍ରୁଆରୀ ୪ ସୁଦ୍ଧା ଖେଳାଳି ପଞ୍ଜୀକରଣ

ନୂଆଦିଲ୍ଲୀ : ଫେବୃଆରୀ ୧୬ରେ ଆଇପିଏଲ୍‌ର ୨୦୨୧ ସଂସ୍କରଣ ଲାଗି ମିନି ନିଲାମ ଅନୁଷ୍ଠିତ ହେବ। ସବୁ ଫ୍ରାଞ୍ଚାଇଜି କେଉଁ ଖେଳାଳିଙ୍କୁ ରଖିବେ; ତା’ର ତାଲିକା ଦେବାର ଅନ୍ତିମ ତାରିଖ ହେଉଛି ଜାନୁଆରୀ ୨୦। ତେବେ କୌଣସି ଆଇପିଏଲ୍‌ ଦଳ ସହ ଚୁକ୍ତି କରିନଥିବା ଖେଳାଳି ଆଇପିଏଲ୍‌ ନିଲାମ ଲାଗି…

ଆଉ ୧୩୪ ନୂଆ କରୋନା ଆକ୍ରନ୍ତ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ଆଜି ଆଉ ୧୩୪ ନୂଆ କରୋନା ଆକ୍ରନ୍ତ ଚିହ୍ନଟ । ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୭୯ ଜଣ ସଂଗରୋଧ କେନ୍ଦ୍ରରୁ ଏବଂ ସ୍ଥାନୀୟ ଅଞ୍ଚଳରୁ ୫୫ ଜଣ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୩ ହଜାର ୪୪୪କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର…

କାର୍ଯ୍ୟକ୍ଷମ ପରେ ନ୍ୟୁ ରେଳଷ୍ଟେସନ ଶୂନଶାନ

ଭୁବନେଶ୍ବର : ଆକର୍ଷଣ ହରାଉଛି ଭୁବନେଶ୍ବର ନ୍ୟୁ ରେଳ ଷ୍ଟେସନ। ଖାଁ ଖାଁ ରହୁଛି ରେଳଷ୍ଟସନ କେବଳ ରେଳବାଇ କର୍ମଚାରୀ ଏବଂ ମାଲବାହି ଟ୍ରେନ କୁ ଛାଡି ଦେଲେ ଷ୍ଟେସନରେ ଜଣେ ମଧ୍ୟ ଯାତ୍ରୀ ଦେଖିବାକୁ ମିଳୁ ନାହଁନ୍ତି। ଫଳରେ ଭୁବନେଶ୍ବର ନ୍ୟୁ ରେଳ‌େ‌ଷ୍ଟସନ ନିର୍ମାଣ ପ୍ରକୃତ ଉଦେଶ୍ୟ ସାଧିତ…

ଖୋଲିଲା ଘଟଗାଁ ମା’ ତାରିଣୀ ମନ୍ଦିର

କେନ୍ଦୁଝର : କରୋନା ମହାମାରୀ ପାଇଁ ପ୍ରାୟ ଦୀର୍ଘ ୧୦ ମାସ ହେବ ବନ୍ଦ ରହିବା ପରେ କେନ୍ଦୁଝର ଜିଲାର ପ୍ରସିଦ୍ଧ ଦୈବୀପୀଠ ମା’ ତାରିଣୀଙ୍କ ମନ୍ଦିର ସୋମବାର ସର୍ବସାଧାରଣଙ୍କ ପାଇଁ ଖୋଲା ଯାଇଛି। ପ୍ରଥମେ ସକାଳ ୮ଟାରେ ସେବାୟତ(ଦେହୁରୀ)ଙ୍କ ପରିବାର ଲୋକେ ମାଆଙ୍କର ଦର୍ଶନ କରିବା ପରେ ସାଧାରଣ…

ଶୁଭ୍ରାଙ୍କୁ ଭୁବନେଶ୍ୱର ଆଣିଲା ସିବିଆଇ

ଭୁବନେଶ୍ୱର: ଭୁବନେଶ୍ୱରରେ ରୋଜଭ୍ୟାଲି ଚିଟଫଣ୍ଡ ମାମଲାରେ ଗିରଫ ଅଭିଯୁକ୍ତ ଶୁଭ୍ରା କୁଣ୍ଡୁ । ଶୁଭ୍ରାଙ୍କୁ କୋଲକାତାରୁ ଭୁବନେଶ୍ୱର ନେଇ ଆସିଛି ସିବିଆଇ । ଓଡିଶାରେ ରୋଜଭ୍ୟାଲି ଚିଟଫଣ୍ଡ ଠକେଇ ମାମଲା ନେଇ ତାଙ୍କୁ ପଚରାଉଚରା କରାଯିବ । ରାଜ୍ୟରେ କିପରି ଠକେଇ ହେଲା, ଏହାପଛରେ କିଏ କିଏ…

ବିନା କୋଭିଡ୍ ରିପୋର୍ଟରେ ୨୧ରୁ ଜଗା ଦର୍ଶନ

ପୁରୀ: ପୁରୀରେ ଆସନ୍ତା ୨୧ରୁ ସ୍ୱତନ୍ତ୍ର ଏସଓପି ଆଧାରରେ ଆରମ୍ଭ ହେବ ଜଗା ଦର୍ଶନ । ଦର୍ଶନ ପାଇଁ କୋଭିଡ୍ ନେଗେଟିଭ ପ୍ରମାଣପତ୍ର ବାଧ୍ୟତାମୂଳକ ନୁହେଁ । ଦୈନିକ ୩୦ ହଜାର ଭକ୍ତଙ୍କ ଦର୍ଶନ ପାଇଁ ଆନୁଷଙ୍ଗିକ ବ୍ୟବସ୍ଥାହୋଇଛି । ଏହାଠାରୁ ଅଧିକ ଭକ୍ତ ଆସିଲେ ସ୍ୱତନ୍ତ୍ର ବ୍ୟବସ୍ଥା ହେବ ।…

ଉମରକୋଟ ବିଜୁ ସେତୁ ଭୁଶୁଡିବା ଘଟଣା ସହକାରୀ ନିର୍ବାହୀ ଯନ୍ତ୍ରୀ ସହ ୩ ଗିରଫ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍ ଅନ୍ତର୍ଗତ ତାଲାପଦର ବିଜୁ ସେତୁ ଭୁଶୁଡିବା ଘଟଣାରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଅସିତ ପାତ୍ର ଗିରଫ ହୋଇଥିବା ଜଣାଯାଇଛି । ସୂଚନାଯୋଗ୍ୟ ଯେ, ଉନ୍ନୟନ କମିସନର ପ୍ରଦୀପ କୁମାର ଜେନା ଏହି ଘଟଣା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ…

ବାଟକୁ ଆସୁନି “ମୋ ସାଇକଲ’: ଜବରଦଖଲରେ ଟ୍ରାକ୍

ଭୁବନେଶ୍ୱର: ରାଜଧାନୀବାସୀ ମୋ ସାଇକଲ ଚଢ଼ିବେ । ପ୍ରଦୂଷଣ କମିବ । ବାସିନ୍ଦାଙ୍କ ମନ ଏବଂ ଶରୀର ସୁସ୍ଥ ରହିବ । ସ୍ମାର୍ଟସିିଟିରେ ଜନ ଅପେକ୍ଷା ଯାନ ସଂଖ୍ୟା ଅଧିକ ହେତୁ ସାଇକଲ ·ଳନା ସଂସ୍କୃତି ବିକାଶ ନିମନ୍ତେ ବିଏମ୍ସି ଓ ସ୍ମାର୍ଟସିଟି ପକ୍ଷରୁ ଗୋଟିଏ ପରେ ଗୋଟିଏ ପଦକ୍ଷେପ…