ଭଦ୍ରକ : ପୁଲିସ ଗାଡ଼ି ପୋଡ଼ି ମାମଲାରେ ୬ ଗିରଫ
ଭଦ୍ରକ : ଭଦ୍ରକରେ ପୁଲିସ ଉପରେ ହୋଇଥିବା ଆକ୍ରମଣ ଓ ଗାଡ଼ି ପୋଡ଼ି ଘଟଣାରେ ପୁଲିସ ୧୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ନାଁରେ ମାମଲା ହୋଇଛି। ପୁଲିସ ୬ ଜଣଙ୍କୁ ଗିରଫ ଗିରଫ କରିଛି। ଜଣେ ଭିନ୍ନକ୍ଷମ ଯୁବକଙ୍କ ମୃତ୍ୟୁକୁ ନେଇ ହୋଇଥିଲା ଲଙ୍କାକାଣ୍ଡ। ଆଉ ଉତ୍ତ୍ୟକ୍ତ ଲୋକେ ପୁଲିସ ଭ୍ୟାନ୍ରେ ନିଆ!-->…