ନିଶାଖୋର ପୁଅକୁ ଖୁଂଟିରେ ବାନ୍ଧି ଜାଳିଦେଲା ମା’
ଅନୁଗୁଳ: ଯେଉଁ ମା’ ୯ମାସ ଗର୍ଭରେ ରଖି ଜନ୍ମ ଦେଇଥିଲା, ସେହି ମା’ ଶେଷରେ ନିଜ ପୁଅର ଜୀବନ ନେଲା । ଯାହାକୁ ଦୁନିଆକୁ ଆଣିଥିଲା, ପାଳିପୋଷି ବଡ଼ କରିଥିଲା , ଶେଷରେ ତାକୁ ଖୁଂଟିରେ ବାନ୍ଧି ଜାଳିଦେଲା । ନିଶାଖୋର ୁଅ ନିର୍ଯ୍ୟାତନାରେ ଅତିଷ୍ଠ ମା’ ଏପରି ଚରମ ପଦକ୍ଷେପ ନେଇଥିବା!-->…